• Latest
  • Trending
ପର୍ବପର୍ବାଣୀ ସମୟରେ ଉପହାରକୁ ମନା

ପର୍ବପର୍ବାଣୀ ସମୟରେ ଉପହାରକୁ ମନା

Oct-19-2025 09:23 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Feb-06-2026 06:15 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Feb-05-2026 06:57 AM IST
ସବୁବେଳେ ପ୍ରଶାସନ ତପ୍ତର ରହୁ କେବଳ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କାହିଁକି ?

ସବୁବେଳେ ପ୍ରଶାସନ ତପ୍ତର ରହୁ କେବଳ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କାହିଁକି ?

Feb-05-2026 06:55 AM IST
ସଂସଦରେ ଶବ୍ଦର ଯୁଦ୍ଧ, ରାହୁଲ-ବିଟ୍ଟୁ ମୁହାଁମୁହିଁ, ‘ଗଦ୍ଦାର’ କିଏ ?

ସଂସଦରେ ଶବ୍ଦର ଯୁଦ୍ଧ, ରାହୁଲ-ବିଟ୍ଟୁ ମୁହାଁମୁହିଁ, ‘ଗଦ୍ଦାର’ କିଏ ?

Feb-05-2026 07:39 AM IST
ସ୍କୁଲ ଭିତରେ ନାବାଳିକାକୁ ଗଣଦୁଷ୍କର୍ମ

ସ୍କୁଲ ଭିତରେ ନାବାଳିକାକୁ ଗଣଦୁଷ୍କର୍ମ

Feb-04-2026 10:25 PM IST
ଭାରତ ଇତିହାସରେ ବିରଳ, ଓକିଲ ଆସନରେ ମୁଖ୍ୟମନ୍ତ୍ରୀ, ଖାରବେଳ କହିଲେ

ଭାରତ ଇତିହାସରେ ବିରଳ, ଓକିଲ ଆସନରେ ମୁଖ୍ୟମନ୍ତ୍ରୀ, ଖାରବେଳ କହିଲେ

Feb-04-2026 10:21 PM IST
ଅରୁଣଙ୍କ “ପୀଡା””ନୋଚାଲାଖି” କହୁଛି, ଗାଁର କାହାଣୀ..

ଅରୁଣଙ୍କ “ପୀଡା””ନୋଚାଲାଖି” କହୁଛି, ଗାଁର କାହାଣୀ..

Feb-04-2026 10:17 PM IST
WhatsAppକୁ ସୁପ୍ରିମ ତାଗିଦ ଆମ କଥା ମାନ, ନହେଲେ ଦେଶ ଛାଡ଼

WhatsAppକୁ ସୁପ୍ରିମ ତାଗିଦ ଆମ କଥା ମାନ, ନହେଲେ ଦେଶ ଛାଡ଼

Feb-03-2026 11:21 PM IST
ଭିଣୋଇଙ୍କ ଗୁଳିରେ, ବବି ଘାଇଲା….

ଭିଣୋଇଙ୍କ ଗୁଳିରେ, ବବି ଘାଇଲା….

Feb-03-2026 11:17 PM IST
କାହାକୁ ଆକ୍ଷେପ କଲେ ଅରିନ୍ଦମ ?ମୁଁ ମନା କରୁଛି, ମୋ ସାଙ୍ଗେ ଲାଗେନା, ଏବେ ନାମ ନେ

କାହାକୁ ଆକ୍ଷେପ କଲେ ଅରିନ୍ଦମ ?ମୁଁ ମନା କରୁଛି, ମୋ ସାଙ୍ଗେ ଲାଗେନା, ଏବେ ନାମ ନେ

Feb-03-2026 11:15 PM IST
  • About
  • Careers
  • Contact Us
Friday, February 6, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

ପର୍ବପର୍ବାଣୀ ସମୟରେ ଉପହାରକୁ ମନା

by M M
Oct-19-2025 09:23 AM IST
in ରାଜ୍ୟ
0
ପର୍ବପର୍ବାଣୀ ସମୟରେ ଉପହାରକୁ ମନା
496
SHARES
1.4k
VIEWS
Share on FacebookShare on Twitter

କେନ୍ଦ୍ର ସରକାରଙ୍କ ଭଳି ରାଜ୍ୟ ସରକାର ମଧ୍ୟ ‘ନୋ ଗିଫ୍ଟ ପଲିସି’ ଲାଗୁ କରିଛନ୍ତି । ଏନେଇ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ପତ୍ର ଲେଖାଯାଇଛି । ପତ୍ରରେ ଉଲ୍ଳେଖ କରାଯାଇଛିଯେ, ଗତ ସେପ୍ଟେମ୍ବର ୧୯ରେ କେନ୍ଦ୍ର ସରକାର ପାର୍ବଣ ଋତୁ ପାଇଁ ନୋ ଗିଫ୍ଟ ପଲିସି ଆପଣାଇଥିଲେ । ଦୀପାବଳି କିମ୍ବା ଅନ୍ୟ କୌଣସି ଉତ୍ସବରେ ଉପହାର ପାଇଁ ସରକାରୀ ଖର୍ଚ୍ଚ ଉପରେ ପ୍ରତିବନ୍ଧକ ଲଗାଯାଇଛି । ରାଜ୍ୟ ସରକାର ମଧ୍ୟ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଦୀପାବଳି ବା ଅନ୍ୟ କୌଣସି ଉତ୍ସବ ପାଇଁ କୌଣସି ସରକାରୀ ଅଫିସ୍‌ ବା ପିଏସୟୁ ଉପହାର ପାଇଁ ଅର୍ଥ ଖର୍ଚ୍ଚ କରିପାରିବେ ନାହିଁ । ଏହାକୁ କଡ଼ାକଡ଼ି ପାଳନ ପାଇଁ ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି । ବିତ୍ତୀୟ ଶୃଙ୍ଖଳା ଓ ଅନାବଶ୍ୟକ ଖର୍ଚ୍ଚ ହ୍ରାସ ନିମନ୍ତେ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ ।

Share198Tweet124
M M

M M

ଆଜିର ପାଗ

Bhubaneswar
February 6, 2026, 2:39 PM
 
N
Mainly clear
31°C
2.9 m/s
Apparent: 23°C
Pressure: 1018 mb
Humidity: 88%
Winds: 2.9 m/s N
Windgusts: 6 m/s
UV-Index: 0
Precip.: 0mm /0% / Rain
Sunrise: 6:20 AM
Sunset: 5:40 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0
 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0
ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

February 6, 2026
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

February 5, 2026
ସବୁବେଳେ ପ୍ରଶାସନ ତପ୍ତର ରହୁ କେବଳ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କାହିଁକି ?

ସବୁବେଳେ ପ୍ରଶାସନ ତପ୍ତର ରହୁ କେବଳ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କାହିଁକି ?

February 5, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom