• Latest
  • Trending
ଆରଆଇ, ଅମିନ ପରୀକ୍ଷା ବାତିଲ ଦାବି ଜୋର ଧରିଲା

ଆରଆଇ, ଅମିନ ପରୀକ୍ଷା ବାତିଲ ଦାବି ଜୋର ଧରିଲା

Oct-10-2024 02:08 PM IST
କଣ ରହିଛି ଆଜିର ରାଶିଫଳ

କଣ ରହିଛି ଆଜିର ରାଶିଫଳ

Dec-25-2025 09:36 AM IST
ଲଣ୍ଡନରେ ଓଡ଼ିଆ ପ୍ରବାସୀ ଶ୍ୱେତା ମହାନ୍ତି ଓ ପାର୍ଥସାରଥୀ ପଣ୍ଡାଙ୍କ ପ୍ରୟାସ: ଆୟୋଜିତ ହେଲା ‘ମୋଦୀ ୩.୦’ କଳା ପ୍ରଦର୍ଶନୀ

ଲଣ୍ଡନରେ ଓଡ଼ିଆ ପ୍ରବାସୀ ଶ୍ୱେତା ମହାନ୍ତି ଓ ପାର୍ଥସାରଥୀ ପଣ୍ଡାଙ୍କ ପ୍ରୟାସ: ଆୟୋଜିତ ହେଲା ‘ମୋଦୀ ୩.୦’ କଳା ପ୍ରଦର୍ଶନୀ

Dec-25-2025 09:20 AM IST
ଆଜି ମଧ୍ୟରାତ୍ରିରେ ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ

ଆଜି ମଧ୍ୟରାତ୍ରିରେ ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ

Dec-24-2025 09:09 AM IST

ଆଜିଠୁ ଆରମ୍ଭ ହେଉଛି ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ,ମଥୁରା ନଗରୀ ସାଜିଛି ବରଗଡ଼

Dec-24-2025 08:57 AM IST
ଆଦିବାସୀଙ୍କ ଜମିପଟ୍ଟା ଓଡ଼ିଆ ଓ ଇଂରାଜୀରେ ଲେଖାଯିବ : ମୁଖ୍ୟମନ୍ତ୍ରୀ

ଆଦିବାସୀଙ୍କ ଜମିପଟ୍ଟା ଓଡ଼ିଆ ଓ ଇଂରାଜୀରେ ଲେଖାଯିବ : ମୁଖ୍ୟମନ୍ତ୍ରୀ

Dec-24-2025 08:43 AM IST
କଣ ରହିଛି ଆଜିର ରାଶିଫଳ

କଣ ରହିଛି ଆଜିର ରାଶିଫଳ

Dec-24-2025 08:33 AM IST
ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଥିବା ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ମିଳିବ ଟଙ୍କା, ବୃହତ ଜମାକାରୀ ଚିନ୍ତାରେ

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଥିବା ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ମିଳିବ ଟଙ୍କା, ବୃହତ ଜମାକାରୀ ଚିନ୍ତାରେ

Dec-23-2025 03:30 PM IST

ଗ୍ୟାସ୍ ଚାମ୍ବର ପାଲଟିଛି ଦିଲ୍ଲୀ, ବିପଦ ସଙ୍କେତ ଦେଉଛି ଭୁବନେଶ୍ୱର

Dec-23-2025 02:10 PM IST
ନୂଆଦିଲ୍ଲୀ ଭିସା ସେଣ୍ଟର ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ ଭିସା ସେଣ୍ଟର ବନ୍ଦ କଲା ବାଂଲାଦେଶ

Dec-23-2025 09:22 AM IST
କ’ଣ କହୁଛି ଆପଣଙ୍କ ଭାଗ୍ୟ

କ’ଣ କହୁଛି ଆପଣଙ୍କ ଭାଗ୍ୟ

Dec-23-2025 09:04 AM IST
  • About
  • Careers
  • Contact Us
Friday, December 26, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଭିଡ଼ିଓ

ଆରଆଇ, ଅମିନ ପରୀକ୍ଷା ବାତିଲ ଦାବି ଜୋର ଧରିଲା

ଆଡମିଟ କାର୍ଡକୁ ଡଙ୍ଗା କରି ଭସାଇଲେ

by M M
Oct-10-2024 02:08 PM IST
in ଭିଡ଼ିଓ, ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

RI AMIN ପରୀକ୍ଷା ବାତିଲ ଦାବି ରେ ଆଡମିଟ କାର୍ଡକୁ ଡଙ୍ଗା କରି ଭସାଇଲେ, ପ୍ରତିବାଦ କଲେ ଛାତ୍ର, ଛାତ୍ରୀ । ରାଜଧାନୀରେ ହଲ୍ଲାବୋଲ ପରେ ଆଜି କଟକରେ ପ୍ରତିବାଦ କରୁଛନ୍ତି ଆଶାୟୀ । କଟକ ନେତାଜୀ ବସ୍ ଟର୍ମିନାଲ ସ୍ଥିତ ଲାଇବ୍ରେରୀ ସମ୍ମୁଖ କାଠଯୋଡି ନଦୀରେ ଆଡମିଟ୍ କାର୍ଡକୁ ଡଙ୍ଗା କରି ଭସାଇ ପ୍ରତିବାଦ କରିଛନ୍ତି ଆଶାୟୀ । ପରୀକ୍ଷା ବିଭ୍ରାଟ ପ୍ରସଙ୍ଗରେ ଅଯୋଗ୍ୟ ସଂସ୍ଥା SIFYକୁ ପରୀକ୍ଷା ଦାୟିତ୍ୱରୁ ନିବୃତି ଏବଂ ତୁରନ୍ତ ରି-ଏକଜାମ୍ କରିବାକୁ ଆଶାୟୀ ସରକାରଙ୍କ ନିକଟରେ ଦାବି କରିଛନ୍ତି । OSSSCରେ ବ୍ୟାପକ ତ୍ରୁଟି ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ପରୀକ୍ଷାର୍ଥୀ । ଗତକାଲି ଭୁବନେଶ୍ୱରରେ ଆଡମିଟ୍ କାର୍ଡ ଜାଳିଥିଲେ, ଆଜି କଟକ କାଠଯୋଡ଼ିରେ ଡଙ୍ଗା କରି ଭସାଇଛନ୍ତି  । ଦେଖନ୍ତୁ ସମ୍ପୂର୍ଣ ଖବର  ।

Tags: newsnewsroomodisha
Share196Tweet123
M M

M M

ଆଜିର ପାଗ

Bhubaneswar
December 26, 2025, 12:15 AM
 

NE
Clear sky
16°C
0.9 m/s
Apparent: 18°C
Pressure: 1015 mb
Humidity: 96%
Winds: 0.9 m/s NE
Windgusts: 7.1 m/s
UV-Index: 0
Precip.: 0mm /0% / Rain
Sunrise: 6:19 AM
Sunset: 5:13 PM
© 2025 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
କଣ ରହିଛି ଆଜିର ରାଶିଫଳ

କଣ ରହିଛି ଆଜିର ରାଶିଫଳ

December 25, 2025
ଲଣ୍ଡନରେ ଓଡ଼ିଆ ପ୍ରବାସୀ ଶ୍ୱେତା ମହାନ୍ତି ଓ ପାର୍ଥସାରଥୀ ପଣ୍ଡାଙ୍କ ପ୍ରୟାସ: ଆୟୋଜିତ ହେଲା ‘ମୋଦୀ ୩.୦’ କଳା ପ୍ରଦର୍ଶନୀ

ଲଣ୍ଡନରେ ଓଡ଼ିଆ ପ୍ରବାସୀ ଶ୍ୱେତା ମହାନ୍ତି ଓ ପାର୍ଥସାରଥୀ ପଣ୍ଡାଙ୍କ ପ୍ରୟାସ: ଆୟୋଜିତ ହେଲା ‘ମୋଦୀ ୩.୦’ କଳା ପ୍ରଦର୍ଶନୀ

December 25, 2025
ଆଜି ମଧ୍ୟରାତ୍ରିରେ ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ

ଆଜି ମଧ୍ୟରାତ୍ରିରେ ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ

December 24, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom