• Latest
  • Trending
୧୧ଲକ୍ଷ କୋଟି ପାଣିରେ ପଡ଼ିଲା : ପୁଣି ଭଲ ସମୟକୁ ଅପେକ୍ଷା

୧୧ଲକ୍ଷ କୋଟି ପାଣିରେ ପଡ଼ିଲା : ପୁଣି ଭଲ ସମୟକୁ ଅପେକ୍ଷା

October 3, 2024

ଯଦି ବିଜେଡି ନିଜକୁ ପୁନର୍ଜୀବିତ ନ କରେ, ଓଡ଼ିଶାରେ ଏକ ନୂତନ ଆଞ୍ଚଳିକ ମୋର୍ଚ୍ଚା ଏକ ସମ୍ଭାବନା ହୋଇପାରେ

August 13, 2025

ଭଲ ଖାଦ୍ୟ ଖାଉଥିଲେ, ମୋନିକାଙ୍କୁ କେମିତି ହେଲା କ୍ୟାନସର

August 13, 2025

ଟଙ୍କା କେଉଁଠି କରିବେ ନିବେଶ

August 11, 2025

ମୁନିର ବନିବେ କି ପାକିସ୍ତାନ ମୁଖ୍ୟ

August 11, 2025
              +3 ଶ୍ରେଣୀରେ 2ୟ ପର୍ଯ୍ୟାୟ ନାମଲେଖା ବିଜ୍ଞପ୍ତି ତୁରନ୍ତ ପ୍ରକାଶ ପାଇଁ ଦାବି

              +3 ଶ୍ରେଣୀରେ 2ୟ ପର୍ଯ୍ୟାୟ ନାମଲେଖା ବିଜ୍ଞପ୍ତି ତୁରନ୍ତ ପ୍ରକାଶ ପାଇଁ ଦାବି

August 10, 2025
ଟ୍ରମ୍ପଙ୍କ 50 ପ୍ରତିଶତ ଟାରିଫ 100 ପ୍ରତିଶତ ଧୋକା

ଟ୍ରମ୍ପଙ୍କ 50 ପ୍ରତିଶତ ଟାରିଫ 100 ପ୍ରତିଶତ ଧୋକା

August 9, 2025

ଏବେ ବିଦେଶୀ ନୁହେଁ ସ୍ବଦେଶୀ ! କଣ ପଡ଼ିବ ପ୍ରଭାବ

August 9, 2025

ଭୋଟ ଚୋରି

August 9, 2025

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ଜାମିନ

August 6, 2025

ରିସେପ୍ସନ ଦେଲେ ପିନାକୀ-ମହୁଆ

August 6, 2025
  • About
  • Careers
  • Contact Us
Friday, August 15, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

୧୧ଲକ୍ଷ କୋଟି ପାଣିରେ ପଡ଼ିଲା : ପୁଣି ଭଲ ସମୟକୁ ଅପେକ୍ଷା

by M M
October 3, 2024
in ବଡ଼ ଖବର, ରାଜ୍ୟ
0
୧୧ଲକ୍ଷ କୋଟି ପାଣିରେ ପଡ଼ିଲା : ପୁଣି ଭଲ ସମୟକୁ ଅପେକ୍ଷା
491
SHARES
1.4k
VIEWS
Share on FacebookShare on Twitter

ମୁମ୍ବାଇ:  ଆଜି ସେୟାର ମାର୍କେଟ ପାଇଁ ଖରାପ ଦିନ ଥିଲା ।  ଘରୋଇ ଷ୍ଟକ୍ ମାର୍କେଟରେ ସ୍ଥିତି ପୁରା ବିଗିଡି ଯାଇଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଏବଂ ନିଫ୍ଟ ଉଭୟ ହ୍ରାସ ପାଇଛି । ଇସରାଏଲ ଏବଂ ଇରାନ ଯୁଦ୍ଧ ଆଶଙ୍କା ଭିତରେ ନିବେଶକମାନେ ଭୟଭୀତ ଅଛନ୍ତି । ଏଥିପାଇଁ ମାର୍କେଟରେ ଅସ୍ଥିରତା ଦେଖାଦେଇଛି ।

ଆଜି ଉଭୟ ସେନସେକ୍ସ ଏବଂ ନିଫ୍ଟି ଦୁଇ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ପଶ୍ଚିମ ଏସିଆରେ ତିକ୍ତତା ପରେ ନିବେଶକଙ୍କ ସତର୍କତା କାରଣରୁ ବଜାରରେ ଏହି ହ୍ରାସ ଘଟିଛି। ଫ୍ୟୁଚର କାରବାରର ସମାପ୍ତି ଦିନରେ ସେନସେକ୍ସ ଏବଂ ନିଫ୍ଟି ପ୍ରତ୍ୟେକ ଦୁଇ ପ୍ରତିଶତ ହ୍ରାସ ପାଇଛି।  ଅପରାହ୍ନ ୨ଟା ୧୦ ରେ, ସେନସେକ୍ସ  ୮୨,୪୫୫.୦୮ ରେ କାରବାର କରି ୧,୮୧୧ପଏଣ୍ଟ  ଅର୍ଥାତ୍  ୨.୧୫% ହ୍ରାସ ପାଇଥିବାର ଦେଖାଯାଇଥିଲା।

ଅନ୍ୟପକ୍ଷରେ, ନିଫ୍ଟି ମଧ୍ୟ ୨.୧୫%  ଅର୍ଥାତ୍ ୫୫୪ ପଏଣ୍ଟ ହ୍ରାସ ପାଇ ୨୫,୨୪୨ରେ ପହଞ୍ଚିଛି।  ଏହି ଅବଧି ମଧ୍ୟରେ ବଜାରରେ ନିବେଶକମାନଙ୍କୁ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି। ପରିଶେଷରେ ସେନ୍ସେକ୍ସ ୧,୭୬୯.୧୯  (୨.୦୯%) ଖସି  ୮୨,୪୯୭.୧୦ରେ ବନ୍ଦ ହୋଇଥିଲା। ଅନ୍ୟପକ୍ଷରେ, ନିଫ୍ଟି  ୫୪୬.୮୧ (୨.୧୨%) ପଏଣ୍ଟ ହ୍ରାସ ପାଇ ୨୫,୨୫୦.୧୦ରେ ବନ୍ଦ ହୋଇଥିଲା।

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ଯଦି ବିଜେଡି ନିଜକୁ ପୁନର୍ଜୀବିତ ନ କରେ, ଓଡ଼ିଶାରେ ଏକ ନୂତନ ଆଞ୍ଚଳିକ ମୋର୍ଚ୍ଚା ଏକ ସମ୍ଭାବନା ହୋଇପାରେ

August 13, 2025

ଭଲ ଖାଦ୍ୟ ଖାଉଥିଲେ, ମୋନିକାଙ୍କୁ କେମିତି ହେଲା କ୍ୟାନସର

August 13, 2025

ଟଙ୍କା କେଉଁଠି କରିବେ ନିବେଶ

August 11, 2025

Weather

Bhubaneswar
August 15, 2025, 7:39 pm
 

E
Overcast
26°C
1 m/s
Apparent: 33°C
Pressure: 999 mb
Humidity: 95%
Winds: 1 m/s E
Windgusts: 7.3 m/s
UV-Index: 0
Precip.: 7.6mm /78% / Rain
Sunrise: 5:26 am
Sunset: 6:15 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom