• Latest
  • Trending
ସାଲିଆ ସାହିରେ ଦେଶୀ ମଦ କାରଖାନା

ସାଲିଆ ସାହିରେ ଦେଶୀ ମଦ କାରଖାନା

August 25, 2024

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ଜାମିନ

August 6, 2025

ରିସେପ୍ସନ ଦେଲେ ପିନାକୀ-ମହୁଆ

August 6, 2025
ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

August 3, 2025

ମୋଦି କହିଲେ ଅପରେସନ ସିନ୍ଦୂର ସମୟରେ କଣ ଘଟିଥିଲା

July 30, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଦାବି- ବିଜେଡି କହିଲା ନିଷ୍ପତ୍ତି ହୋଇନି

July 23, 2025
ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

July 19, 2025

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଇଂଲଣ୍ଡ

July 10, 2025

ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ବାଳ କଂଗ୍ରେସରେ ଯୋଗ ଦେଇଛନ୍ତି

July 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ବିଜେପି ଭିତରେ ମନମୋହନଙ୍କ ଶକ୍ତି ବଢ଼ିଛି

ବିଜେପି ଭିତରେ ମନମୋହନଙ୍କ ଶକ୍ତି ବଢ଼ିଛି

July 10, 2025
  • About
  • Careers
  • Contact Us
Thursday, August 7, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଅପରାଧ

ସାଲିଆ ସାହିରେ ଦେଶୀ ମଦ କାରଖାନା

ପୋଲିସ ଚଲାଇଲା ବୁଲଡୋଜର

by M M
August 25, 2024
in ଅପରାଧ, ବଡ଼ ଖବର, ଭିଡ଼ିଓ
0
491
SHARES
1.4k
VIEWS
Share on FacebookShare on Twitter

ସାଲିଆସାହିରେ କଣ ସବୁ କାରଖାନା ଅଛି ? ଏ ପ୍ରଶ୍ନର ଉତ୍ତର ଅଜବ ଲାଗିପାରେ । ଏଠି ଦେଶୀ, ବିଦେଶୀ, ଚାଲୁ ଭିନ୍ନ ଭିନ୍ନ କାରଖାନା ଅଛି । ସବୁ ଏଠି ବେନିୟମ ଭାବେ ଚାଲିଛି । ଏମିତି ଏକ କାରଖାନା ଚାଲିଥିଲା  ଅଜ୍‌ବେସ୍‌ଷ୍ଟସ୍‌ ଘରେ। ଘର ଭିତରେ ଥିଲା ସୁଡ଼ଙ୍ଗ। ଅଣ୍ଡର୍‌ଗ୍ରାଉଣ୍ଡରେ ଲାଗିଥିଲା ଏସି ଓ ଏଲ୍‌ଇଡି ଟିଭି। ତା’ ଭିତରେ ଚାଲିଥିଲା ଦେଶୀ ମଦ ତିଆରି। ପୋଲିସ କିନ୍ତୁ ଟେରପାଇନଥିଲା । ଆଉ ଯେତେବେଳେ ଚଢ଼ାଉ କଲା ଆଖି ଟେରା ହୋଇଗଲା । ଖାଲି ସେତିକି ନୁହେଁ ସୁରକ୍ଷା ପାଇଁ ସାଇତା ହୋଇ ରହିଥିଲା ମାରଣାସ୍ତ୍ର। ଏସବୁ ଦେଖି ପୋଲିସ ପଦକ୍ଷେପ ନେଇଛି ।  ସଂପୂର୍ଣ୍ଣ ଭାବେ ଦେଶୀ ମଦ ଭାଟି ବନ୍ଦ କରିବାକୁ କମିସନରେଟ୍‌ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ।ମଦ ଜବତ ହୋଇଛି ।  ବୁଲ୍‌ଡୋଜର ଚଢ଼ାଇ ଭାଟିକୁ ମାଟିରେ ମିଶେଇଦେଇଛି ପୁଲିସ ପ୍ରଶାସନ । ଗତକାଲିଠାରୁ ଆରମ୍ଭ ହୋଇଥିବା ୩ଟି ବଡ଼ଧରଣର ଚଢ଼ଉରେ ୧୧, ୫୦୦ ଲିଟର ଚାଉଳି ମଦ ଓ ୫୦, ୦୦୦ କେଜିରୁ ଅଧିକ ପୋଚ ନଷ୍ଟ କରିଛି ପୁଲିସ। ୫ଜଣଙ୍କୁ ଅଟକ ରଖାଯାଇଛି। ତେବେ ସାଲିଆ ସାହିରୁ ଆଉ କଣ ସବୁ କାରଖାନା ପୋଲିସ ବାହାର କରୁଛି ତାହା ଦେଖିବାକୁ ବାକି ରହିଲା ।

Tags: bhubaneswarCountry Liquor Seizednewsnewsroomodishasalia sahi
Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ଜାମିନ

August 6, 2025

ରିସେପ୍ସନ ଦେଲେ ପିନାକୀ-ମହୁଆ

August 6, 2025
ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

August 3, 2025

Weather

Bhubaneswar
August 7, 2025, 1:06 pm
 

SSW
Thunderstorm
30°C
1.2 m/s
Apparent: 37°C
Pressure: 1003 mb
Humidity: 83%
Winds: 1.2 m/s SSW
Windgusts: 5.9 m/s
UV-Index: 0.1
Precip.: 10.2mm /93% / Rain
Sunrise: 5:23 am
Sunset: 6:20 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom