• Latest
  • Trending

ଆଶିଷ ସିଂ ଙ୍କ ପରେ ଡିଏସ୍‌ କୁଟ୍ଟେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ

December 8, 2024

ଯଦି ବିଜେଡି ନିଜକୁ ପୁନର୍ଜୀବିତ ନ କରେ, ଓଡ଼ିଶାରେ ଏକ ନୂତନ ଆଞ୍ଚଳିକ ମୋର୍ଚ୍ଚା ଏକ ସମ୍ଭାବନା ହୋଇପାରେ

August 13, 2025

ଭଲ ଖାଦ୍ୟ ଖାଉଥିଲେ, ମୋନିକାଙ୍କୁ କେମିତି ହେଲା କ୍ୟାନସର

August 13, 2025

ଟଙ୍କା କେଉଁଠି କରିବେ ନିବେଶ

August 11, 2025

ମୁନିର ବନିବେ କି ପାକିସ୍ତାନ ମୁଖ୍ୟ

August 11, 2025
              +3 ଶ୍ରେଣୀରେ 2ୟ ପର୍ଯ୍ୟାୟ ନାମଲେଖା ବିଜ୍ଞପ୍ତି ତୁରନ୍ତ ପ୍ରକାଶ ପାଇଁ ଦାବି

              +3 ଶ୍ରେଣୀରେ 2ୟ ପର୍ଯ୍ୟାୟ ନାମଲେଖା ବିଜ୍ଞପ୍ତି ତୁରନ୍ତ ପ୍ରକାଶ ପାଇଁ ଦାବି

August 10, 2025
ଟ୍ରମ୍ପଙ୍କ 50 ପ୍ରତିଶତ ଟାରିଫ 100 ପ୍ରତିଶତ ଧୋକା

ଟ୍ରମ୍ପଙ୍କ 50 ପ୍ରତିଶତ ଟାରିଫ 100 ପ୍ରତିଶତ ଧୋକା

August 9, 2025

ଏବେ ବିଦେଶୀ ନୁହେଁ ସ୍ବଦେଶୀ ! କଣ ପଡ଼ିବ ପ୍ରଭାବ

August 9, 2025

ଭୋଟ ଚୋରି

August 9, 2025

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ଜାମିନ

August 6, 2025

ରିସେପ୍ସନ ଦେଲେ ପିନାକୀ-ମହୁଆ

August 6, 2025
  • About
  • Careers
  • Contact Us
Thursday, August 14, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଆଶିଷ ସିଂ ଙ୍କ ପରେ ଡିଏସ୍‌ କୁଟ୍ଟେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ

by M M
December 8, 2024
in ବଡ଼ ଖବର
0
491
SHARES
1.4k
VIEWS
Share on FacebookShare on Twitter

ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀ ଡି ଏସ କୁଟ୍ଟେ( ଧୀରେନ୍ଦ୍ର ସମ୍ଭାଜୀ କୁଟ୍ଟେ୍) କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଚିଠି ହୋଇଛି।

୧୯୯୭ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଡିଏସ୍‌ କୁଟ୍ଟେ ‌ଏବେ ରାଜ୍ୟ ସରକାରଙ୍କ ଗୃହ ବିଭାଗରେ ଓଏସ୍‌ଡି ପଦବିରେ ଅଛନ୍ତି। ତାଙ୍କୁ ବିଏସ୍‌ଏଫ୍‌ ଆଇଜି ଭାବେ ମୁତୟନ କରାଯିବ।

ସେ ୨୦୨୮ ମସିହାରେ ଅବସର ଅଥବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ପଦବିରେ ରହିବେ ବୋଲି କୁହାଯାଇଛି। ଗତ ସାଧାରଣ ନିର୍ବାଚନ ବେଳେ ମିଛ କହି ଆଶିଷ ସିଂ ମେଡିକାଲ ଲିଭ୍‌ରେ ଥିଲେ।

ନିର୍ବାଚନ ବେଳେ ସେତେବେଳର ଶାସକ ଦଳ ପ୍ରତି ଅନୁକମ୍ପା ଦେଖାଉଥିବା ନେଇ ମୁଖ୍ୟ ନିର୍ବାଚନ କମିସନର(ଇସିଆଇ)ଙ୍କ ପାଖରେ ତାଙ୍କ ବିରୋଧରେ କେନ୍ଦ୍ର ବିଜେପି ପକ୍ଷରୁ ଅଭିଯୋଗ ଅଣାଯାଇଥିଲା।

ଏପ୍ରିଲ ୫ ତାରିଖରେ ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ଆଶିଷ ସିଂଙ୍କୁ ସେଣ୍ଟ୍ରାଲ ରେଞ୍ଜ ଆଇଜି ପଦରୁ ହଟାଯାଇଥିଲା। ପରେ ତାଙ୍କୁ ଆଇଜି-ସିଏମ୍ ସିକ୍ୟୁରିଟି ପଦବୀରେ ଅବସ୍ଥାପିତ କରାଯାଇଥିଲା। ହେଲେ ସେ ବିଜେଡି ନିର୍ବାଚନ ପ୍ରଚାର ପାଇଁ ରଣନୀତି ତିଆରି କରୁଥିବା ଅଭିଯୋଗ ହୋଇଥିଲା।

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ଯଦି ବିଜେଡି ନିଜକୁ ପୁନର୍ଜୀବିତ ନ କରେ, ଓଡ଼ିଶାରେ ଏକ ନୂତନ ଆଞ୍ଚଳିକ ମୋର୍ଚ୍ଚା ଏକ ସମ୍ଭାବନା ହୋଇପାରେ

August 13, 2025

ଭଲ ଖାଦ୍ୟ ଖାଉଥିଲେ, ମୋନିକାଙ୍କୁ କେମିତି ହେଲା କ୍ୟାନସର

August 13, 2025

ଟଙ୍କା କେଉଁଠି କରିବେ ନିବେଶ

August 11, 2025

Weather

Bhubaneswar
August 14, 2025, 3:26 pm
 

E
Overcast
27°C
1.4 m/s
Apparent: 33°C
Pressure: 1002 mb
Humidity: 91%
Winds: 1.4 m/s E
Windgusts: 6.5 m/s
UV-Index: 0
Precip.: 12.7mm /83% / Rain
Sunrise: 5:25 am
Sunset: 6:16 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom