• Latest
  • Trending
ରାଜ୍ୟସ୍ତରୀୟ ଜାତୀୟ ସଡ଼କ ସୁରକ୍ଷା ମାସ-୨୦୨୬ ଉଦଘାଟିତ: ‘ଆମ ସୁବାହକ’ ଯୋଜନାର ଶୁଭାରମ୍ଭ

ରାଜ୍ୟସ୍ତରୀୟ ଜାତୀୟ ସଡ଼କ ସୁରକ୍ଷା ମାସ-୨୦୨୬ ଉଦଘାଟିତ: ‘ଆମ ସୁବାହକ’ ଯୋଜନାର ଶୁଭାରମ୍ଭ

Jan-04-2026 05:53 AM IST

ଏମାନଙ୍କ ପାଇଁ ଫାଇନ ୧୦ ହଜାର ଟଙ୍କା ?

Jan-10-2026 07:47 AM IST
ସୁପ୍ରିମକୋର୍ଟ ଉପରେ ନଜର: ମନଇଛା ଟାରିଫ କ୍ଷମତା ଟ୍ରମ୍ପଙ୍କର ଅଛି କି ?

ସୁପ୍ରିମକୋର୍ଟ ଉପରେ ନଜର: ମନଇଛା ଟାରିଫ କ୍ଷମତା ଟ୍ରମ୍ପଙ୍କର ଅଛି କି ?

Jan-10-2026 07:42 AM IST
୧୧ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର: ମୃତକଙ୍କ ନାଁରେ ରାସନ ଉଠାଇଲେ ଦେଢ଼ଗୁଣା ଅର୍ଥ ଆଦାୟ

୧୧ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର: ମୃତକଙ୍କ ନାଁରେ ରାସନ ଉଠାଇଲେ ଦେଢ଼ଗୁଣା ଅର୍ଥ ଆଦାୟ

Jan-10-2026 05:47 AM IST
କଳିଙ୍ଗ ଲିଟରାରି ଫେଷ୍ଟିଭାଲ୍‌

କଳିଙ୍ଗ ଲିଟରାରି ଫେଷ୍ଟିଭାଲ୍‌

Jan-10-2026 05:41 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-10-2026 05:30 AM IST
ସତ୍ତା ପାଇଁ ବିଚାର ଧାରାର ସ୍ୱାହା : ବିଜେପି-କଂଗ୍ରେସ ମେଣ୍ଟ : ଓୱେସୀଙ୍କ ପ୍ରେମରେ ପଦ୍ମ

ସତ୍ତା ପାଇଁ ବିଚାର ଧାରାର ସ୍ୱାହା : ବିଜେପି-କଂଗ୍ରେସ ମେଣ୍ଟ : ଓୱେସୀଙ୍କ ପ୍ରେମରେ ପଦ୍ମ

Jan-08-2026 05:12 AM IST
ଜରିମାନା ଆଦାୟ ପାଇଁ PUCC ଅସ୍ତ୍ର: ପଲୁସନ୍ ଟେଷ୍ଟିଂରେ ଫେଲ୍ କିଏ ? ତାଲିକା ମିଳିବ କି ?

ଜରିମାନା ଆଦାୟ ପାଇଁ PUCC ଅସ୍ତ୍ର: ପଲୁସନ୍ ଟେଷ୍ଟିଂରେ ଫେଲ୍ କିଏ ? ତାଲିକା ମିଳିବ କି ?

Jan-08-2026 05:03 AM IST
ନବୀନଙ୍କୁ ମନେପକାଇଲେ ଭୂପିନ୍ଦର; ତୁମେ କହିଥିଲ..କିଏ ଯିବ ରାଜ୍ୟସଭା ?

ନବୀନଙ୍କୁ ମନେପକାଇଲେ ଭୂପିନ୍ଦର; ତୁମେ କହିଥିଲ..କିଏ ଯିବ ରାଜ୍ୟସଭା ?

Jan-08-2026 04:56 AM IST
କଣ ରହିଛି ଆଜିର ରାଶିଫଳ

କଣ ରହିଛି ଆଜିର ରାଶିଫଳ

Jan-08-2026 04:50 AM IST
ନାଲକୋ ପ୍ରତିଷ୍ଠା ଦିବସରେ ଟାଟା ଷ୍ଟିଲ୍ MDଙ୍କ ଗୁରୁମନ୍ତ୍ର; ପରିବର୍ତ୍ତନ ହିଁ ନେତୃତ୍ୱର ଅସଲ କଳା।”

ନାଲକୋ ପ୍ରତିଷ୍ଠା ଦିବସରେ ଟାଟା ଷ୍ଟିଲ୍ MDଙ୍କ ଗୁରୁମନ୍ତ୍ର; ପରିବର୍ତ୍ତନ ହିଁ ନେତୃତ୍ୱର ଅସଲ କଳା।”

Jan-07-2026 01:22 PM IST
  • About
  • Careers
  • Contact Us
Sunday, January 11, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ରାଜ୍ୟସ୍ତରୀୟ ଜାତୀୟ ସଡ଼କ ସୁରକ୍ଷା ମାସ-୨୦୨୬ ଉଦଘାଟିତ: ‘ଆମ ସୁବାହକ’ ଯୋଜନାର ଶୁଭାରମ୍ଭ

by M M
Jan-04-2026 05:53 AM IST
in ବଡ଼ ଖବର, ରାଜ୍ୟ
0
ରାଜ୍ୟସ୍ତରୀୟ ଜାତୀୟ ସଡ଼କ ସୁରକ୍ଷା ମାସ-୨୦୨୬ ଉଦଘାଟିତ: ‘ଆମ ସୁବାହକ’ ଯୋଜନାର ଶୁଭାରମ୍ଭ
493
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର : ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗଠାରେ ‘ଜାତୀୟ ସଡ଼କ ସୁରକ୍ଷା ମାସ-୨୦୨୬’ର ରାଜ୍ୟସ୍ତରୀୟ ଉତ୍ସବ ମହାସମାରୋହରେ ଉଦଘାଟିତ ହୋଇଯାଇଛି। ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଅଭିଯାନକୁ ବ୍ୟାପକ କରିବାକୁ ଆହ୍ୱାନ ଦେଇଛନ୍ତି।  ବାଣିଜ୍ୟ ଓ ପରିବହନ ମନ୍ତ୍ରୀ  ବିଭୂତି ଭୂଷଣ ଜେନା ‘ଶିକ୍ଷା ରୁ ସୁରକ୍ଷା ଓ ପ୍ରଯୁକ୍ତି ରୁ ପରିବର୍ତ୍ତନ’ ଆଦର୍ଶରେ ସରକାରଙ୍କ ପ୍ରାଥମିକତା ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ‘ଆମ ସୁବାହକ’ ଯୋଜନାର ଶୁଭାରମ୍ଭ କରାଯାଇ ମହିଳା ହିତାଧିକାରୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଗାଡ଼ିର ଚାବି ପ୍ରଦାନ କରାଯାଇଥିଲା। ଦୁର୍ଘଟଣା ରୋକିବା ପାଇଁ ବସ୍‌ଗୁଡ଼ିକରେ ‘ସୁବାହକ ସୁବିଧା କୀଟ’ -ନିଦ୍ରା ଓ ମଦ୍ୟପାନ ଚିହ୍ନଟକାରୀ, ଏବଂ ଆଇଆଇଟି ମାଦ୍ରାସ ସହଭାଗିତାରେ ‘ସଡ଼କ ସୁରକ୍ଷା ଡ୍ୟାଶବୋର୍ଡ’ ଲୋକାର୍ପିତ ହୋଇଛି।  କାର୍ଯ୍ୟକ୍ରମରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଗୋକୁଳାନନ୍ଦ ମଲ୍ଲିକ, ବ୍ରାଣ୍ଡ ଆମ୍ବାସାଡର ସିଦ୍ଧାନ୍ତ ମହାପାତ୍ର, ସୁଦର୍ଶନ ପଟ୍ଟନାୟକ ଓ ଶ୍ରୁତି ମହାପାତ୍ର ପ୍ରମୁଖ ଯୋଗଦେଇ ଜନସଚେତନତା ଉପରେ ଗୁରୁତ୍ୱ ଦେଇଥିଲେ। ପରିବହନ ସଚିବ ଶ୍ରୀମତୀ ଉଷା ପାଢ଼ୀ ‘4E’ ରଣନୀତି ବିଷୟରେ ସୂଚନା ଦେଇଥିଲେ।

Share197Tweet123
M M

M M

ଆଜିର ପାଗ

Bhubaneswar
January 11, 2026, 3:39 AM
 

NW
Overcast
15°C
0.7 m/s
Apparent: 15°C
Pressure: 1018 mb
Humidity: 73%
Winds: 0.7 m/s NW
Windgusts: 5.4 m/s
UV-Index: 0
Precip.: 0mm /0% / Rain
Sunrise: 6:24 AM
Sunset: 5:24 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ଏମାନଙ୍କ ପାଇଁ ଫାଇନ ୧୦ ହଜାର ଟଙ୍କା ?

January 10, 2026
ସୁପ୍ରିମକୋର୍ଟ ଉପରେ ନଜର: ମନଇଛା ଟାରିଫ କ୍ଷମତା ଟ୍ରମ୍ପଙ୍କର ଅଛି କି ?

ସୁପ୍ରିମକୋର୍ଟ ଉପରେ ନଜର: ମନଇଛା ଟାରିଫ କ୍ଷମତା ଟ୍ରମ୍ପଙ୍କର ଅଛି କି ?

January 10, 2026
୧୧ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର: ମୃତକଙ୍କ ନାଁରେ ରାସନ ଉଠାଇଲେ ଦେଢ଼ଗୁଣା ଅର୍ଥ ଆଦାୟ

୧୧ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର: ମୃତକଙ୍କ ନାଁରେ ରାସନ ଉଠାଇଲେ ଦେଢ଼ଗୁଣା ଅର୍ଥ ଆଦାୟ

January 10, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom