• Latest
  • Trending
ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କ ପାଇଁ ସୁନାବେଡା ପଛୁଆ ହୋଇ ରହିଯାଇଛି : ମୁଖ୍ୟମନ୍ତ୍ରୀ

ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କ ପାଇଁ ସୁନାବେଡା ପଛୁଆ ହୋଇ ରହିଯାଇଛି : ମୁଖ୍ୟମନ୍ତ୍ରୀ

Nov-09-2025 03:13 PM IST
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

Feb-01-2026 06:32 PM IST
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

Feb-01-2026 06:29 PM IST
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

Feb-01-2026 06:26 PM IST
କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

Feb-01-2026 06:22 PM IST
ବଜେଟ ପରେ ସୁନା ବଢ଼ିଲା ନା କମିଲା ?

ବଜେଟ ପରେ ସୁନା ବଢ଼ିଲା ନା କମିଲା ?

Feb-01-2026 06:18 PM IST
ବଜେଟ୍ ୨୦୨୬ , ବଡ଼ ଆଶା

ବଜେଟ୍ ୨୦୨୬ , ବଡ଼ ଆଶା

Feb-01-2026 11:20 AM IST
ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

Jan-31-2026 11:30 PM IST
T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

Jan-31-2026 11:27 PM IST
ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

Jan-31-2026 11:25 PM IST
ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

Jan-31-2026 11:22 PM IST
  • About
  • Careers
  • Contact Us
Monday, February 2, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କ ପାଇଁ ସୁନାବେଡା ପଛୁଆ ହୋଇ ରହିଯାଇଛି : ମୁଖ୍ୟମନ୍ତ୍ରୀ

by M M
Nov-09-2025 03:13 PM IST
in ବଡ଼ ଖବର, ରାଜ୍ୟ
0
ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କ ପାଇଁ ସୁନାବେଡା ପଛୁଆ ହୋଇ ରହିଯାଇଛି : ମୁଖ୍ୟମନ୍ତ୍ରୀ
492
SHARES
1.4k
VIEWS
Share on FacebookShare on Twitter

ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କ ପାଇଁ ସୁନାବେଡା ପଛୁଆ ହୋଇ ରହିଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ୨୪ ବର୍ଷ ଧରି ଶାସନରେ ଥିବା ସତ୍ୱେ ବିଜେଡି କାହିଁକି ଆଦିବାସୀବହୁଳ ସୁନାବେଡା ଅଂଚଳର ବିକାଶ କରିନଥିଲା ? ପ୍ରଶ୍ନ କରିଛନ୍ତି ।  ଆଦିବାସୀଙ୍କୁ ମୈାଳିକ ସୁବିଧା ସୁଯୋଗରୁ ବଂଚିତ ରଖିଥିଲା ବିଜେଡି ସରକାର । ନିର୍ବାଚନ ସରିଲେ ଆଉ କାହାର ଦେଖା ପାଇବେ ନାହିଁ । କେବଳ ଜୟ ଢୋଲକିଆଙ୍କୁ ଦେଖିବେ ଏବଂ ମୁଁ ନିଶ୍ଚୟ ଆସିବି । ମୁଁ ଆଦିବାସୀ ପରିବାରର, ତେଣୁ ଆଦିବାସୀଙ୍କ ଦୁଃଖକୁ ଭଲ ଭାବେ ବୁଝୁଛି ଏବଂ ଆଦିବାସୀଙ୍କ ସମସ୍ୟାର ସମାଧାନ କରିବି । ବିଜେପି ସରକାରରେ ସୁନାବେଡା ସମେତ ନୂଆପଡାର ସାମଗ୍ରିକ ବିକାଶ ହେବ ବୋଲି ଶ୍ରୀ ମାଝୀ ପ୍ରତିଶୃତି ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ସ୍ୱର୍ଗତଃ ରାଜୁ ଭାଇ ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳୀ ସଭାକୁ ଦଳିୟ ସଭାରେ ପରିଣତ କରି ଦେଇଥିବା ବିଜେଡି ଦଳର ନେତାମାନେ କାର୍ଯ୍ୟକ୍ରମରେ ମୋର ଯୋଗଦାନକୁ ସହ୍ୟ କରିପାରିନଥିଲେ । ମୋ ଉପସ୍ଥିତିକୁ ନେଇ ଅନେକ କଟାକ୍ଷ ମଧ୍ୟ କରିଥିଲେ । ଏପରିକି ନବୀନ ବାବୁ ଆସିଲେ ନାହିଁ କି ଢୋଲକିଆ ପରିବାରକୁ ସାମାନ୍ୟତମ ସମବେଦନା ଜଣାଇଲେ ନାହିଁ । ମାତ୍ର ନିର୍ବାଚନରେ ପ୍ରଚାର ପାଇଁ ଆସିଲେ କିନ୍ତୁ ତାଙ୍କ ଦଳୀୟ ପ୍ରାର୍ଥୀନିଙ୍କୁ ନନେଇ ଏକା ଏକା ବୁଲିଲେ । ବିଜେଡିର ବରିଷ୍ଠ ନେତା କିମ୍ବା କର୍ମୀ, କେହିହେଲେ ନବୀନ ବାବୁଙ୍କୁ ଦେଖା କରିପାରୁନାହାନ୍ତି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ଏବଂ ନିର୍ବାଚନ ସମୟରେ ନବୀନ ବାବୁଙ୍କ ଚଳନ୍ତି ପ୍ରତିମା ଏକା ଏକା ମଂଚ ଉପରକୁ ଚଢିଯାଇ ଭାଷଣ ଦେଉଥିଲେ । ବିଜେଡି ନେତାମାନେ ଟେଣ୍ଟ ବାନ୍ଧୁଥିଲେ ସତ, କିନ୍ତୁ ମଂଚ ଉପରେ ବସିବା ପାଇଁ ତାଙ୍କର ସାହସ ନଥିଲା । ଆସନ୍ତା ୧୪ରେ ନୂଆପଡାରେ ନିଶ୍ଚିତ ଭାବେ ପରିବର୍ତନ ହୋଇ ଟ୍ରିପଲ ଇଂଜିନ ସରକାର ଗଠନ ହେବାକୁ ଯାଉଛି । ନିଶ୍ଚିତ ଭାବେ ନୂଆପଡାର ବିକାଶ ହେବ । ଗତ ୧୬ ମାସରେ ୬ ଥର ନୂଆପଡାକୁ ଆସିଛି । ନୂଆପଡାକୁ ଆସି ଯାହା ପ୍ରତିଶୃତି ଦେଇଛି, ସବୁ ପ୍ରତିଶୃତି ପୂରଣ କରିବି । ନଭେମ୍ବର ୧୪ ରେ ନୂଆ ସୂର୍ଯ୍ୟ ଦେଖିବ ନୂଆପଡା । ନୂଆପଡାର ସାମଗ୍ରିକ ବିକାଶର ଦାୟୀତ୍ୱ ମୁଁ ନେଇଛି । ନିର୍ବାଚନ ପରେ ଜୟ ନୂଆପଡାରେ ରହି ଲୋକଙ୍କ ସେବା କରିବେ । ପଦ୍ମ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଯୋଗ୍ୟ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିଜୟୀ କରାଇବେ ନୂଆପଡାବାସୀ ବୋଲି ଶ୍ରୀ ମାଝୀ କହିଛନ୍ତି ।

Share197Tweet123
M M

M M

ଆଜିର ପାଗ

Bhubaneswar
February 2, 2026, 3:59 PM
 
NE
Mainly clear
29°C
2.1 m/s
Apparent: 23°C
Pressure: 1018 mb
Humidity: 88%
Winds: 2.1 m/s NE
Windgusts: 6.3 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:38 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

February 1, 2026
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

February 1, 2026
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

February 1, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom