ଆଜିର ଭାରତ ପ୍ରଯୁକ୍ତିବିଦ୍ୟାକୁ ନେଇ ଆଗଉଛି :ମୋଦୀ by M M October 10, 2025 0 ଭାରତ ଡିଜିଟାଲ ପ୍ରଯୁକ୍ତିବିଦ୍ୟାକୁ ଗଣତାନ୍ତ୍ରିକ କରିଛି । ଏହାକୁ ଦେଶର ପ୍ରତ୍ୟେକ ନାଗରିକ ଏବଂ ପ୍ରତ୍ୟେକ କ୍ଷେତ୍ର ପାଇଁ ସୁଗମ କରିଛି ବୋଲି ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ । ଏବେ ଭାରତର ସୁଶାସନର ମଡେଲ ପାଲଟିଛି। ଏହି ମଡେଲରେ, ସରକାର ଜନସାଧାରଣଙ୍କ ...