30 ହଜାର କର୍ମଚାରୀଙ୍କୁ ଛଟେଇ କରିବ ଓରାକଲ୍…କଣ ରହିଛି କାରଣ ?
ବିଶ୍ୱର ପ୍ରମୁଖ ସଫ୍ଟୱେୟାର୍ କମ୍ପାନୀ ଓରାକଲ୍ କର୍ପୋରେସନ୍ ହଠାତ୍ ବଡ଼ ଧରଣର ଛଟେଇ ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ, କମ୍ପାନୀ ପ୍ରାୟ ୨୦,୦୦୦ ରୁ ୩୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି, ଯାହା ତା’ର ମୋଟ କର୍ମଚାରୀଙ୍କର ପ୍ରାୟ ୧୮ ପ୍ରତିଶତ ...








