ଏପଟେ ଯୁଦ୍ଧ ବିରତି, ସେପଟେ ଇରାନର ତୈଳ ଭଣ୍ଡାର ଉପରେ ଭୟଙ୍କର ହମଲା
ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇରାନ୍ ମଧ୍ୟରେ ମଙ୍ଗଳବାର ଘୋଷଣା କରାଯାଇଥିବା ଦୁଇ ସପ୍ତାହର ଯୁଦ୍ଧବିରାମ ସତ୍ତ୍ୱେ ଇରାନର ଏକ ପ୍ରମୁଖ ତୈଳ ରିଫାଇନାରୀ ଆକ୍ରମଣର ଶିକାର ହୋଇଛି। ଏହି ଆକ୍ରମଣ ଯୁଦ୍ଧବିରାମ ଘୋଷଣାର କିଛି ଘଣ୍ଟା ମଧ୍ୟରେ ହୋଇଥିବା ଜଣାପଡ଼ିଛି। ଏହା ...









