ଭାରତୀୟ ବଜାରରେ ଚୀନ CCTV ବ୍ୟାନ…କଣ ରହିଛି କାରଣ ?
ଭାରତରେ ଚାଇନା ନିର୍ମିତ ସିସିଟିଭି କ୍ୟାମେରା ଉପରେ କଡ଼ା କଟକଣା ଲାଗୁ କରାଯାଇଛି। ଗୁପ୍ତଚରବୃତ୍ତି ଆଶଙ୍କାରେ ଏହି ନୂତନ ନିୟମ ଲାଗୁ କରାଯାଇଥିବା ଜଣାପଡିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଭାରତ ସରକାର ଚାଇନା ନିର୍ମିତ ଇଣ୍ଟରନେଟ୍ ସଂଯୁକ୍ତ ...








