ବାଂଲାଦେଶରେ କାହିଁକି ତେଜୁଛି ସଂରକ୍ଷଣ ବିରୋଧୀ ଆନ୍ଦୋଳନ ? by M M July 19, 2024 0 ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ଏବେ ବାଂଲାଦେଶରେ ନିଆଁ ଜଳୁଛି । ଦେଶରେ ବେକାରୀ ସଂଖ୍ୟା ବୃଦ୍ଧିକୁ ବିରୋଧ କରି ବାଂଲାଦେଶରେ ଚାଲିଥିବା ଆନ୍ଦୋଳନ ବ୍ୟାପକ ରୂପ ନେଉଛି। ଏହି ସଂରକ୍ଷଣ ବିରୋଧୀ ଆନ୍ଦୋଳନରେ ସପ୍ତାହକ ମଧ୍ୟରେ ଅନ୍ୟୂନ ୩୨ ଜଣଙ୍କର ...