ଆମେରିକା ସହ କଥାବାର୍ତ୍ତା ପାଇଁ ଇରାନ ରଖିଲା ବଡ଼ ସର୍ତ୍ତ by M M March 25, 2026 0 ଇରାନ ଆମେରିକା ସହ କଥାବାର୍ତ୍ତା ପାଇଁ ବହୁତ ବଡ଼ ବଡ଼ ସର୍ତ୍ତ ରଖିଛି। ସେଗୁଡ଼ିକ ହେଉଛି – ଗଲ୍ଫ ଅଞ୍ଚଳରେ ଥିବା ସବୁ ଆମେରିକୀୟ ସୈନ୍ୟ ଘାଟି ବନ୍ଦ କରିବା, ଯୁଦ୍ଧରେ ହୋଇଥିବା କ୍ଷତି ପାଇଁ ଟଙ୍କା ଦେବା ଏବଂ ଇସ୍ରାଏଲର ...