ନବ-ନିର୍ବାଚିତ ବିଧାୟକଙ୍କ ଶକ୍ତି ବଢ଼ାଇବାକୁ ଟ୍ରେନିଂ ଦେଲେ ବିଜେଡି ସୁପ୍ରିମୋ by M M August 25, 2024 0 ଶଙ୍ଖ ଭବନ ରେ ଆଜି ଆରମ୍ଭ ହୋଇଛି ବିଜେଡି ର ନବନିର୍ବାଚିତ ବିଧାୟକ ମାନଙ୍କ ପାଇଁ ଦିନିକିଆ ପ୍ରଶିକ୍ଷଣ ଶିବିର । ନବ ନିର୍ବାଚିତ ବିଧାୟକ ଙ୍କ ସହ ବିଜେଡି ର ସମସ୍ତ ବିଧାୟକ ପୂର୍ବତନ ବିଧାୟକ ସାଂସଦ ମାନେ ମଧ୍ୟ ...
ଆଇପିଏସ୍ କୁଟ୍ଟେ ଓ ଆଶୀଷ ସିଂଙ୍କ ବିରୁଦ୍ଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ by M M August 24, 2024 0 ଭୁବନେଶ୍ବର:ଆଇପିଏସ୍ କୁଟ୍ଟେ ଓ ଆଶୀଷ ସିଂଙ୍କ ବିରୁଦ୍ଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ଏନେଇ ସରକାର ପକ୍ଷରୁ ଚାଲିଛି ପ୍ରକ୍ରିୟା । ନିର୍ବାଚନ ବେଳେ ଏହି ଦୁଇ ଅଫିସର ନିଜ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି । ରାଜ୍ୟ ଗୃହ ବିଭାଗର ...
ରାଜ୍ୟସଭା ପ୍ରାର୍ଥୀଙ୍କୁ ନେଇ ମୁହଁ ଖୋଲିଲେ ମନମୋହନ by M M August 24, 2024 0 ରାଜ୍ୟସଭା ପ୍ରାର୍ଥୀଙ୍କୁ ନେଇ ମୁହଁ ଖୋଲିଲେ ମନମୋହନ, କହିଲେ ମମତା ହେଉଛନ୍ତି ବିଜେପି ର ରାଜ୍ୟ ପାର୍ଥୀ ଜଗନ୍ନାଥ ନୁହନ୍ତି | ଆସନ୍ତୁ ଦେଖିବା ସମ୍ପୂର୍ଣ ଖବର | https://www.youtube.com/watch?v=hoyWJB56AVA
ଜାରି ରହିଛି ବିରୋଧୀଙ୍କ ପ୍ରତିବାଦ,ଚାଲିପାରୁନି ବିଧାନସଭା by M M August 24, 2024 0 ବିରୋଧୀଙ୍କ ପ୍ରତିବାଦ ,ଚାଲିପାରୁନି ବିଧାନସଭା | ବିଜେଡି ଏବଂ କଂଗ୍ରେସ ସଦସ୍ୟମାନେ ଭିନ୍ନ ଭିନ୍ନ କାରଣକୁ ନେଇ ହଟ୍ଟଗୋଳ କରୁଛନ୍ତି । ଯାହା ଫଳରେ ଗୃହ ଚାଲିପାରୁନାହିଁ । ମଦ ମୃତ୍ୟୁ ପାଇଁ ବିଜେଡି ଗୃହ ଅଚଳ କରୁଛି । ବିରୋଧୀ ...
ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିଗଲେ ବିରୋଧୀ by M M August 23, 2024 0 ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିଗଲେ ବିରୋଧୀ । ଆଜି ବିଧାନସଭାରେ ହୋହଲ୍ଲା ଭିତରେ ବିଜେଡିର ତୁମୁଳକାଣ୍ଡ ଦେଖିବାକୁ ମିଳିଛି । ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିକରି ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ିଗଲେ ବିଜେଡି ବିଧାୟକ। ବାଚସ୍ପତି ସୁରମା ପାଢ଼ୀ ଏହା ପରେ ...
ଜଗନ୍ନାଥ ପ୍ରଧାନ ରାଜ୍ୟସଭା ପାଇଁ କାହିଁକି ଦାଖଲ କଲେ ପ୍ରାର୍ଥିପତ୍ର ? by M M August 21, 2024 0 ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପିର ଦଳୀୟ ପ୍ରାର୍ଥୀ ହିସାବରେ ମମତା ମହାନ୍ତ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ମମତା ରାଜ୍ୟସଭାରୁ ପ୍ରାର୍ଥୀ ହେବେ ବୋଲି ବିଜେପି ସଂସଦୀୟ କମିଟି ଗତକାଲି ...
ବିଜେଡି ଓ କଂଗ୍ରେସର ହଙ୍ଗାମା ବିଧାନସଭା ଠପ by M M August 21, 2024 0 ବିଜେଡି ଓ କଂଗ୍ରେସର ହଙ୍ଗାମା ବିଧାନସଭା ଠପ । ଚିକିଟି ମଦମୃତ୍ୟୁକୁ ନେଇ ବିଜେଡି ସଦସ୍ୟମାନେ ହୋହଲ୍ଲା କରିଥିବା ବେଳେ ଗୃହ ଚାଲିବା ସଂଭବ ହୋଇପାରିନାହିଁ । ଆସନ୍ତୁ ଦେଖିବା ରିପୋର୍ଟ https://www.youtube.com/watch?v=aJZwDnpdgt4
ନିମାପଡାରେ ଅଳ୍ପକେ ବଞ୍ଚିଗଲା ବିଜେଡି by M M August 20, 2024 0 ନିମାପଡାରେ ଅଳ୍ପକେ ବଞ୍ଚିଗଲା ବିଜେଡି । ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୁଦ୍ଧରେ ପଡ଼ିଲା ଅନାସ୍ଥା ଭୋଟ୍। କିଛିଦିନ ତଳେ ୮ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ପାଇଁ ପୁରୀ ଜିଲ୍ଲାପାଳ ଦ୍ୱାରସ୍ଥ ହୋଇଥିଲେ। ତେବେ ଆଜି ...
କଂଗ୍ରେସରେ ଅସନ୍ତୋଷ ନାହିଁ by M M August 20, 2024 0 କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଭୟଙ୍କର ହୋଇଥିବା ବେଳେ ନେତା କହୁଛନ୍ତି କିଛି ଅସନ୍ତୋଷ ନାହିଁ । ସଭାପତି କିଏ ହେବ ତାକୁ ନେଇ ସହମତି ହୋଇପାରୁନାହିଁ । କିନ୍ତୁ ନେତା କହୁଛନ୍ତି ୨୦୨୯ରେ ହେବ କଂଗ୍ରେସ ସରକାର । ଆସନ୍ତୁ ଏହି ...
କଂଗ୍ରେସ ଓ ବିଜେଡି ଏକାଠି : ଚାଲିପାରିଲାନି ବିଧାନସଭା by M M August 20, 2024 0 ବିରୋଧୀଙ୍କ ହୋହାଲ୍ଲା ଚାଲିପାରିଲାନି ବିଧାନସଭା ଛାତ୍ରସଂସଦ ନିର୍ବାଚନ ଦାବିରେ ବିରୋଧୀ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା ଯୋଗୁ ବାରମ୍ବାର ଗୃହ ମୁଲତବୀ ।ଆଜି ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନରେ ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ...