ବ୍ରିଜରୁ ଡେଇଁ କରୁଥିଲେ ରିଲ୍ସ…ଯାହା ଘଟିଲା ଆପଣଙ୍କ ଛାତି ଥରିଉଠିବ by M M April 2, 2026 0 ସୋସିଆଲ୍ ମିଡ଼ିଆରେ ରିଲ୍ସ ବନାଇବାର ନିଶା ଶେଷରେ ଜୀବନ ନେଇଗଲା। ଏହି ନିଶା ଏତେ ଘାରିଲା ଯେ, ଦୁଇ ଯୁବକ ସାଳନ୍ଦୀ ନଦୀରେ ଡେଇଁ ବଡ଼ ଅଘଟଣ ଘଟାଇଛନ୍ତି। ଏହି ଘଟଣାରେ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି ଏବଂ ତାଙ୍କୁ ଖୋଜିବା ...