ଯୁକ୍ତରାଷ୍ଟ୍ରର 29 ରାଜ୍ୟରେ ବ୍ୟାପିଲାଣି COVID-19 ର ନୂଆ ପ୍ରଜାତି, ଜାଣନ୍ତୁ ଭାରତ ପାଇଁ କେତେ ବିପଦ ?
କୋଭିଡ-19 ର ଏକ ନୂଆ ପ୍ରଜାତି ଯୁକ୍ତରାଷ୍ଟ୍ର ଆମେରିକାର 29 ଟି ରାଜ୍ୟରେ ବ୍ୟାପିବା ପରେ ସାରା ବିଶ୍ୱରେ ଏ ନେଇ ଛନକା ପଶିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହା ଉପରେ ନଜର ରଖିଥିଲେ ମଧ୍ୟ ଭାରତରେ ଏହାର ପ୍ରଭାବ କଣ ...








