ସାରା ଦେଶରେ ଆଜିଠୁ E20 ପେଟ୍ରୋଲ ବିକ୍ରି ବାଧ୍ୟତାମୂଳକ, ଏହା ଆପଣଙ୍କ ଗାଡ଼ି ପାଇଁ ଭଲ ନା ଖରାପ ?
E20 ପେଟ୍ରୋଲ ବିକ୍ରିକୁ ସାରାଦେଶରେ ବାଧ୍ୟତାମୂଳକ କରାଯିବାପରେ ଗାଡି ଚାଳକଙ୍କ ମଧ୍ୟରେ ଏକ ପ୍ରକାର ଭାଳେଣି ପଡିଯାଇଛି । କାରଣ ଏହି ତେଲକୁ କେହି କେହି ଗାଡି ପାଇଁ ଭଲ ବୋଲି କହୁଥିବା ବେଳେ ଆଉ କେହି ଏହା ଗାଡି ଇଂଜିନ ...








