କାଳ ହେଲା ୧୧ ଦିନରେ ଟଙ୍କା ଦୁଇଗୁଣ କରିବା ଲୋଭ…୧୨ କୋଟି ହରାଇଲେ ଡାକ୍ତର by M M April 9, 2026 0 ଏକ ଆଶ୍ଚର୍ଯ୍ୟଜନକ ସାଇବର୍ ଠକେଇ ଘଟଣାରେ ପୁଣେର ଜଣେ ୭୫ ବର୍ଷୀୟ ଡାକ୍ତର ୧୧ ଦିନ ଭିତରେ ନିଜର ଟଙ୍କା ଦୁଇଗୁଣ କରିବାର ଲୋଭରେ ୧୨.୩୧ କୋଟି ଟଙ୍କା ହରାଇଛନ୍ତି। ଠକମାନେ ତାଙ୍କୁ ଏକ ଫେକ୍ ଅନଲାଇନ୍ ସେୟାର୍ ଟ୍ରେଡିଂ ଆପ୍ ...