ଛାଡ଼ପତ୍ର ପରେ ଝିଅକୁ ଶୋଭାଯାତ୍ରା କରି ଘରକୁ ଫେରାଇଆଣିଲେ ବାପା
ସମାଜରେ ଛାଡପତ୍ରକୁ ପ୍ରାୟତଃ ଏକ କଳଙ୍କ ଭାବେ ଦେଖାଯାଏ, କିନ୍ତୁ ଉତ୍ତରପ୍ରଦେଶର ମିରଟରେ ଏକ ଅଭିନବ ଘଟଣା ଦେଖିବାକୁ ମିଳିଛି। ଜଣେ ଅବସରପ୍ରାପ୍ତ ଜଜ୍ ତାଙ୍କ ଝିଅର ଛାଡପତ୍ର ପାଇବା ପରେ ଢୋଲ ବଜାଇ, ମିଠା ବାଣ୍ଟିବା ସହ ଏହା ଆଡମ୍ବରପୂର୍ଣ୍ଣ ...








