ଆଜି ପବିତ୍ର ଧନତେରାସ୍: ଜାଣନ୍ତୁ କ’ଣ ନୂଆ କିଣିଲେ ମଙ୍ଗଳ ହେବ
ଆଜି ପବିତ୍ର ଧନତେରାସ । କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୋୟୋଦଶୀ ତିଥି । ଧନତେରାସକୁ ହିନ୍ଦୁ ପରମ୍ପରାରେ ଧନ, ସ୍ୱାସ୍ଥ୍ୟ ଓ ସମୃଦ୍ଧିର ପ୍ରତୀକ ବୋଲି ବିଶ୍ବାସ କରାଯାଏ । ଧାର୍ମିକ ମାନ୍ୟତା ଅନୁସାରେ ଆଜି କିଛି ସ୍ବତନ୍ତ୍ର ନୂଆ ଜିନିଷ ...










