ଘୋଷଣା ହେଲା ନିଟ୍ ପିଜି ପରୀକ୍ଷା ତାରିଖ by M M July 5, 2024 0 ନୂଆଦିଲ୍ଲୀ: ଘୋଷଣା ହେଲା ନିଟ୍ ପିଜି ପରୀକ୍ଷା ତାରିଖ । ଅଗଷ୍ଟ ୧୧ ତାରିଖରେ ଅନୁଷ୍ଠିତ ହେବ ନିଟ୍ ପିଜି ପରୀକ୍ଷା । ଏହାକୁ ୨ଟି ସିଫ୍ଟରେ କରାଯିବ ବୋଲି ନ୍ୟାନନାଲ ବୋର୍ଡ ଅଫ୍ ଏକଜାମିନେସନ୍ ପକ୍ଷରୁ କୁହାଯାଇଛି । ନିଟ୍ ...