ପେଟ୍ରୋଲ ଓ ଡିଜେଲ ଉପରୁ ସରକାର କମାଇଲେ ଟ୍ୟାକ୍ସ, କମିବ ଦର ?
ଭାରତ ସରକାର ଶୁକ୍ରବାର ଦିନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ୍ ଉପରୁ ଟ୍ୟାକ୍ସ (ଏକ୍ସାଇଜ୍ ଡ୍ୟୁଟି) ପ୍ରତି ଲିଟର୍ ୧୦ ଟଙ୍କା କମାଇ ଦେଇଛନ୍ତି। ଏହା ପରର ସ୍ଥିତି ଏହିପରି: ପେଟ୍ରୋଲ ଉପରେ କେନ୍ଦ୍ର ଟ୍ୟାକ୍ସ କେବଳ ...









