ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ by M M March 19, 2026 0 କାଉଣ୍ଟର ଟେରୋରିଜିମ୍ କେନ୍ଦ୍ରର ପୂର୍ବତନ ମୁଖ୍ୟ ଜୋ କେଣ୍ଟଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଏନେଇ ଏଫବିଆଇ ସମସ୍ତ ପ୍ରକ୍ରିୟା ଆରମ୍ଭ କରିଛି । ଯୁଦ୍ଧକୁ ବିରୋଧ କରି ...