ବଢ଼ିଲା ବିମାନ ଇନ୍ଧନ ମୂଲ୍ୟ…ଯାତ୍ରୀଙ୍କ ପକେଟରେ ପଡ଼ିବ ବଡ଼ ପ୍ରଭାବ by M M April 1, 2026 0 ଇରାନ୍ ଯୁଦ୍ଧ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁଁ ବିଶ୍ୱ ତୈଳ ମୂଲ୍ୟ ବଢ଼ିବା ପରେ ଭାରତରେ ଜେଟ୍ ଇନ୍ଧନ (Aviation Turbine Fuel - ATF) ମୂଲ୍ୟ ଏପ୍ରିଲ୍ ୧ ତାରିଖରୁ ୮.୫ ପ୍ରତିଶତ ବଢ଼ିଛି। ତଥାପି ସରକାର କହିଛନ୍ତି ଯେ ...