ଲଗାତାର ହ୍ରାସ ପରେ ଆଜି ପୁଣି ବଢ଼ିଗଲା ସୁନା, ଜାଣନ୍ତୁ କେତେ by M M March 25, 2026 0 ଗତ କିଛି ଦିନ ଧରି ସୁନା ଦ୍ୱାରା କମି ଚାଲିଥିବାବେଳେ ଆଜି ପୁଣି ଉପରମୁହାଁ ହୋଇଛି ସୁନା । ଯେଉଁମାନେ ସୁନା ଆହୁରି କମିବ ବୋଲି ଆଶା କରି ସୁନା କିଣୁ ନଥିଲେ, ଆଜିର ବୃଦ୍ଧି ପରେ ସେମାନେ ନିରାଶ ହୋଇଛନ୍ତି। ...