ଆଇଫୋନ ବ୍ୟବହାର କରୁଛନ୍ତି କି ? ବିପଦରେ ଏହି ସବୁ ଡିଭାଇସ by M M March 21, 2026 0 ଆପଲ ଫୋନ ୟୁଜରଙ୍କ ପାଇଁ ସତର୍କ ସୂଚନା I ଯେକୌଣସି ସମୟରେ ପଡିପାରନ୍ତି ବିପଦରେ I ଏକଥା ଆମେ କହୁନୁ, ଭାରତ ସରକାରଙ୍କ ସାଇବର ସୁରକ୍ଷା ଏଜେନ୍ସି ପକ୍ଷରୁ ଏଭଳି ସୂଚନା ମିଳିଛି I ଯଦି ଆପଣ iPhone, iPad କିମ୍ବା ...