ଆସାମରେ ଚାଲିଛି ଭୋଟ…ହିମନ୍ତ ନା ଗୌରବ…କାହା ପଲ୍ଲା ଭାରି ?
ଆସାମରେ ଆଜି ବିଧାନସଭା ନିର୍ବାଚନର ମହାସମର ଆରମ୍ଭ ହୋଇଛି। ରାଜ୍ୟର ୧୨୬ଟି ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଚାଲିଛି। ଏହି ନିର୍ବାଚନକୁ ହାଇପ୍ରୋଫାଇଲ୍ ବୋଲି କୁହାଯାଉଛି, କାରଣ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏବଂ ବିରୋଧୀ ଦଳ ...
/odishatv/media/post_attachments/uploadimage/library/16_9/16_9_0/Dama-Rout-Son-Sambit_1627280147.jpg?w=853&resize=853,479&ssl=1)








