ପ୍ରକୃତ ଶାନ୍ତି ପାଇଁ 26 ବର୍ଷ ବୟସରେ କୋଟି କୋଟି ଟଙ୍କାର ଚାକିରୀ ଛାଡ଼ିଦେଲେ IITIAN
ବଡ଼ କମ୍ପାନୀ, ମାସକୁ କୋଟି କୋଟି ଟଙ୍କାର ରୋଜଗାର । ଏସବୁ କିନ୍ତୁ ତାଙ୍କୁ ବାନ୍ଧି ରଖିପାରିଲାନି । ଶେଷରେ ସେ ଏଥିରୁ ମୁକ୍ତ ହୋଇ ଶାନ୍ତି ଖୋଜିବାକୁ ବାହାରିଲେ। ଏଠି ଆମେ କୌଣସି ସନ୍ୟାସୀଙ୍କ କଥା କହୁନୁ, ଆମେ କହୁଛୁ ...
/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)









