ବିଧାୟକଙ୍କ ବିବାଦୀୟ ବୟାନ: ଆମେ VIP, ଧାଡ଼ିରେ ଛିଡ଼ାହୋଇପାରିବୁନି by M M March 26, 2026 0 କର୍ଣ୍ଣାଟକର ଜଣେ କଂଗ୍ରେସ ବିଧାୟକଙ୍କ ବୟାନ ସମ୍ପ୍ରତି ବଡ ବିବାଦର ମଞ୍ଜି ବୁଣିଛି। IPL ଟିକେଟ ବଣ୍ଟନକୁ ନେଇ ସେ କହିଛନ୍ତିଯେ , ଆମେ VIP, ଧାଡିରେ ଛିଡ଼ାହୋଇ ଟିକେଟ ନେଇପାରିବୁନି । ଆମକୁ ଅତି କମରେ 5ଟି ଟିକେଟ ମିଳୁ ...