ଖାମେନେଇ ମୃତ ନା ଜୀବିତ ? ଋଷ ରାଷ୍ଟ୍ରଦୂତ ଦେଲେ ବଡ଼ ବୟାନ
ଇରାନର ସୁପ୍ରିମ୍ ଲିଡର୍ ମୋଜତବା ଖାମେନେଇଙ୍କ ଅବସ୍ଥାନ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ ରୁଷିୟାର ଇରାନ୍ ରାଷ୍ଟ୍ରଦୂତ ଆଲେକ୍ସେ ଡେଡୋଭ୍ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମୋଜତବା ଖାମେନେଇ ଇରାନ୍ ଭିତରେ ଅଛନ୍ତି ଏବଂ ସୁରକ୍ଷା କାରଣରୁ ...








