ପୁଣି ରାଜନୀତିକିୁ ଫେରିବେ ପୂର୍ବତନ ରାଜ୍ୟପାଳ ରଘୁବର ଦାସ by M M December 25, 2024 0 ପୁଣି ରାଜନୀତିକିୁ ଫେରିବେ ପୂର୍ବତନ ରାଜ୍ୟପାଳ ରଘୁବର ଦାସ । ଏହି ଆଲୋଚନା ହେଉଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ତାଙ୍କୁ ପୁଣି ଝାଡ଼ଖଣ୍ଡ ଦାୟିତ୍ବ ଦେଇପାରନ୍ତି । ଏହି ଚର୍ଚା ଭିତରେ ସେ ଇସ୍ତଫା ଦେଇଛନ୍ତି । ...