ବିଜେପିରେ ଯୋଗଦେବା ପରେ ଲିଆଣ୍ଡରଙ୍କୁ X Category ସୁରକ୍ଷା କାହିଁକି ? ଉଠିଲା ପ୍ରଶ୍ନ…
ଭାରତୀୟ ଟେନିସ୍ କିଂବଦନ୍ତୀ ଲିଆଣ୍ଡର ପେସ ବିଜେପିରେ ଯୋଗ ଦେବାର କିଛି ଦିନ ମଧ୍ୟରେ ତାଙ୍କୁ ଏକ୍ସ କ୍ୟାଟାଗୋରୀ ସୁରକ୍ଷା ପ୍ରଦାନ କରାଯାଇଛି। ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଆସୁଥିବା ସମୟରେ ଏହି ନିଷ୍ପତ୍ତି ଏବଂ ତାଙ୍କର ରାଜନୈତିକ ଭୂମିକା ନେଇ ...








