ପୁଣି ବଢ଼ିଲା ଗ୍ୟାସ ଦର, ସାଧାରଣ ଖାଉଟିଙ୍କ ଉପରେ ପଡ଼ିବ ପ୍ରଭାବ
ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ରେ ଚାଲିଥିବା ଇରାନ୍ ଯୁଦ୍ଧ ଏବଂ ଆନ୍ତର୍ଜାତୀୟ ତୈଳ ମୂଲ୍ୟ ବୃଦ୍ଧି ପାଇଁ ଭାରତରେ ବାଣିଜ୍ୟିକ୍ ଏଲ୍ପିଜି (LPG) ସିଲିଣ୍ଡର୍ ମୂଲ୍ୟ ବଢ଼ିଛି। ଏପ୍ରିଲ୍ ୧ ତାରିଖରୁ କାର୍ଯ୍ୟକାରୀ ହୋଇଥିବା ଏହି ନୂତନ ମୂଲ୍ୟ ଅନୁଯାୟୀ, ଦିଲ୍ଲୀରେ ୧୯ ...








