ଭୟଙ୍କର ବିମାନ ଦୁର୍ଘଟଣା…ଜଳିଗଲେ 29 ଯାତ୍ରୀ,ଚାଲିଛି କାରଣ ଖୋଜା
କ୍ରିମିୟା ଉପଦ୍ୱୀପରେ ଏକ ରୁଷିୟାନ୍ ସୈନ୍ୟ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି ବିମାନ ଏକ କ୍ଲିଫ୍ (ପାହାଡ଼ିଆ ଚଟାଣ) ସହ ଧକ୍କା ଲାଗି ଭାଙ୍ଗି ପଡ଼ିଥିଲା।ରୁଷିୟା ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଅଣ୍ଟୋନୋଭ୍ An-26 ...








