ଟ୍ରମ୍ପଙ୍କ ସାନି ଅଲ୍ଟିମେଟମ୍…ଶାନ୍ତିଚୁକ୍ତି ନକଲେ ୪୮ ଘଣ୍ଟାରେ ଇରାନକୁ ଉଡ଼ାଇଦେବୁ
ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନ୍ ସହ ଶାନ୍ତି ଚୁକ୍ତି ନ ହେଲେ ମାତ୍ର ୪୮ ଘଣ୍ଟା ମଧ୍ୟରେ "ସମଗ୍ର ଇରାନ୍କୁ ଉଡ଼ାଇ ଦେବୁ" ବୋଲି କଠୋର ଅଲ୍ଟିମେଟମ୍ ଦେଇଛନ୍ତି। ଏହି ଧମକ ପରେ ବିପୁଳ ସାଧାରଣ ନାଗରିକଙ୍କ ପ୍ରାଣହାନି ହେବାର ...








