ନୂଆ UPI ନିୟମ ଆଣିଲା RBI…ଏଣିକି ଅଧିକ ଟଙ୍କା ପଠାଇଲେ କରିବାକୁ ପଡ଼ିବ ଅପେକ୍ଷା !
ଅନଲାଇନ୍ ପେମେଣ୍ଟକୁ ଆହୁରି ସୁରକ୍ଷିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ନୂଆ ନିୟମ ଆଣିଛି। ଏହି ନୂଆ ପ୍ରସ୍ତାବ ଅନୁଯାୟୀ, କିଛି ବିଶେଷ ଧରଣର UPI ଟ୍ରାଞ୍ଜାକ୍ସନ୍ରେ ଟଙ୍କା ପଠାଇବା ସମୟରେ ଗ୍ରାହକଙ୍କୁ କିଛି ସମୟ ଅପେକ୍ଷା ...





/odishatv/media/post_attachments/uploadimage/library/16_9/16_9_0/recent_photo_1743954136.webp?w=640&resize=640,360&ssl=1)



