ହେ, ଇଏ କିଛି ନୁହଁ, କଂଗ୍ରେସ ବନ୍ଦ ଡାକରା ଦେଇଥିଲେ ଦେଖିଥାନ୍ତ
କଂଗ୍ରେସର ବନ୍ଦ ଡାକରା ଆଉ ସେଥିରେ ସୁର ରାଉତରାୟଙ୍କ ଦମ୍ଦାର୍ ଅନ୍ଦାଜ ନଥିଲେ ଜମେନି। ସୁର ଭାଇ ମଇଦାନକୁ ଓହ୍ଲାଇଲେ ପୁରା ଭୁବନେଶ୍ୱର କମ୍ପେ। ଯେଉଁ ବନ୍ଦ୍ ହେଉଛି, ସେଥିରେ ଆମର ପୂର୍ଣ୍ଣ ସମର୍ଥନ ଅଛି। ଚାଷୀଙ୍କୁ ପେନସନ ଦିଅ, ପାଣି ...
/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)


















