ରାଜଧାନୀରେ ପ୍ରବଳ ବର୍ଷା, ଇସ୍କନ ମନ୍ଦିର ସାମ୍ନାରେ ବୁଡ଼ିଲା ଗାଡ଼ି by M M July 7, 2024 0 ରାଜଧାନୀ ଭୁବନେଶ଼୍ବରରେ ପ୍ରବଳ ବର୍ଷା ହୋଇଛି । ଫଳରେ ଇସ୍କନ ମନ୍ଦିର ସାମ୍ନା ରାସ୍ତା ବର୍ଷା ପାଣିରେବୁଡ଼ ବଡ଼ିଯାଇଛି । ରାସ୍ତାରେ ୫ଫୁଟ୍ ଉଚ୍ଚର ପାଣି ଜମିଥିବାରୁ କିଛି ଗାଡ଼ି ବୁଡ଼ି ରହିଥିବା ଦେଖିବାକୁ ମିଳିଛି । ଆଜି ରଥଯାତ୍ରା ଥିବାରୁ ...
ପବିତ୍ର ଘୋଷଯାତ୍ରା ଅବସରରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ by M M July 7, 2024 0 ପବିତ୍ର ଘୋଷଯାତ୍ରା ଅବସରରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜିର ଦିନରେ ଗୁରୁଜୀଙ୍କୁ ଭେଟିବା ସୌଭାଗ୍ୟର କଥା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଗୁରୁଜୀଙ୍କୁ ଭେଟି ହିତୋପଦେଶର ସାନିଧ୍ୟ ହେଲା ବୋଲି ସେ କହିଛନ୍ତି।ଗୁରୁଜୀଙ୍କ ଠାରୁ ସଦାସର୍ବଦା ...
ଭାରତକୁ ୧୩ ରନ୍ରେ ହରାଇଲା ଜିମ୍ବାୱେ by M M July 6, 2024 0 ହରାରେ: ଜିମ୍ବାୱେ ଗସ୍ତରେ ଯାଇଥିବା ଟିମ୍ ଇଣ୍ଡିଆ ପ୍ରଥମ ଟି-୨୦ ମ୍ୟାଚ୍ରେ ୧୩ ରନ୍ରେ ପରାଜିତ ହୋଇଛି। ଟିମ୍ ଇଣ୍ଡିଆ ୧୯.୫ ଓଭରରେ ୧୦ ୱିକେଟ ହରାଇ ୧୦୨ ରନ୍ କରିଥିଲା। ଟିମ୍ ଇଣ୍ଡିଆ ପକ୍ଷରୁ ଶୁଭମାନ ଗିଲ ୩୧ ରନ୍ ...
ବ୍ରିଟେନରରେ ବଦଳିଲ ସରକାର କଣ ରହିବ ଭାରତର ଆଭିମୁଖ୍ୟ by M M July 6, 2024 0 ବ୍ରିଟେନରେ ଋଷି ସୁନକଙ୍କ ସରକାର ଯିବା ପରେ ନୂଆ ସରକାର ଗଠନ ହେବାକୁ ଯାଉଛି । ଋଷିଙ୍କ ନେତୃତ୍ୱାଧୀନ କଞ୍ଜରଭେଟିଭ୍ ପାର୍ଟି ଚଳାଇଥିବା ୧୪ ବର୍ଷର ଶାସନର ଅନ୍ତ ଘଟିଛି। ବ୍ରିଟେନ୍ ସାଧାରଣ ନିର୍ବାଚନରେ ବାମପନ୍ଥୀ ଚିନ୍ତାଧାରା ଲେବର ପାର୍ଟି ବିପୁଳ ...
ଭାରତ-ଜିମ୍ବାୱେ ମୁକାବିଲା : ଭାରତର ବ୍ୟାଟିଂ ବିପର୍ଯ୍ୟୟ by M M July 6, 2024 0 ଭାରତ-ଜିମ୍ବାୱେ ଟି-୨୦ ଶୃଙ୍ଖଳା ଆରମ୍ଭ ହୋଇଛି । ଅଧିନାୟକ ଶୁଭମନ୍ ଗିଲଙ୍କ ନେତୃତ୍ବରେ ଯୁବବାହିନୀ ପଡ଼ିଆକୁ ଓହ୍ଲାଇଛନ୍ତି । ୫ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଗିଲଙ୍କ ନେତୃତ୍ୱରେ ଖେଳିବ ଟିମ୍ ଇଣ୍ଡିଆ । ଦଳର ସମସ୍ତ ବରିଷ୍ଠ ଖେଳାଳି ...
ଶରଧାବାଲିରେ ମୁଖ୍ୟମନ୍ତ୍ରୀଙ୍କ ସଫେଇ by M M July 6, 2024 0 ଶରଧାବାଲିରେ ମୁଖ୍ୟମନ୍ତ୍ରୀଙ୍କ ସଫେଇ ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆସନ୍ତାକାଲି ରଥଯାତ୍ରା ପୂର୍ବରୁ ଆଜି ସକାଳେ ପୁରୀରେ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ। ଶରଥବାଲିରେ ପହଂଚିବା ପରେ ହାତରେ ଝାଡୁ ଧରି ସଫେଇ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ...
ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସାମିଲ ହେବେ ଯୋଗ୍ୟ କାଳିଆ ହିତାଧିକାରୀ by M M July 6, 2024 0 ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସାମିଲ ହେବେ ଯୋଗ୍ୟ କାଳିଆ ହିତାଧିକାରୀ। ଚାଷୀ ଆୟ ବୃଦ୍ଧି ପାଇଁ ସମୃଦ୍ଧ କୃଷକ ନୀତିକୁ ତୁରନ୍ତ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବ ଦିଆଯାଇଛି। କୃଷି ବିଭାଗର ସମୀକ୍ଷା ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ...
ରତ୍ନଭଣ୍ଡାର ଖୋଲିବା ନେଇ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ବଡ ବୟାନ by M M July 6, 2024 0 ରତ୍ନଭଣ୍ଡାର ଖୋଲିବା ନେଇ ଆଜି ବୈଠକ ହେବା ପରେ ବଡ ବୟାନ ରଖିଛନ୍ତି ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ । କହିଛନ୍ତି, ‘ଶ୍ରୀଜଗନ୍ନାଥ ମନ୍ଦିର ସମ୍ମିଳନୀ କକ୍ଷରେ ବୈଠକରେ ୧୮ଜଣ ପ୍ରତ୍ୟକ୍ଷ ଉପସ୍ଥିତିରେ ରତ୍ନଭଣ୍ଡାର ସମ୍ପର୍କୀତ ସମସ୍ତ ଦିଗକୁ ...
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ , ୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ by M M July 6, 2024 0 ସକ୍ରିୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ୫ ଦିନ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଆଜି କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ଏହି ୪ ଜିଲ୍ଲାକୁ ୟେଲୋ ...
ଜନ ଅଧିକାରକୁ ପୂରା କରିବାର ଦାୟିତ୍ୱ ନେବା – ଧର୍ମେନ୍ଦ୍ର ପ୍ରଧାନ by M M July 5, 2024 0 ସମ୍ବଲପୁର : କୁଚିଣ୍ଡାବାସୀଙ୍କ ଅଧିକାର ପୂରା କରିବା ପାଇଁ ଦାୟିତ୍ୱ ନେବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଲୋକକଲ୍ୟାଣରେ ନିଜକୁ ଉତ୍ସର୍ଗ କରିବା ସହ ପ୍ରଧାନମନ୍ତ୍ରୀ ଏବଂ ବିଜେପି ପ୍ରତି ଥିବା ଆସ୍ଥାକୁ ବଜାୟ ରଖିବା ପାଇଁ କୁଚିଣ୍ଡାରେ ଆୟୋଜିତ ‘ବିଜୟ ସମ୍ବର୍ଦ୍ଧନା ...