Tag: newsroom

ଅବପାତରେ ପରିଣତ ହେଲା ଲଘୁଚାପ : ପ୍ରବଳ ବର୍ଷା ହେବ

ଅବପାତରେ ପରିଣତ ହେଲା ଲଘୁଚାପ : ପ୍ରବଳ ବର୍ଷା ହେବ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଥିବାରୁ ବର୍ଷା ଲାଗି ରହିଛି । ବର୍ଷା ପୁଣି ଦୁଇ ଦିନ ଜାରି ରହିବ କାରଣ ଲଘୁଚାପ ଆସନ୍ତା କାଲି ସକାଳ ସୁଦ୍ଧା ଉତ୍ତରପଶ୍ଚିମ ମୁହାଁ ହୋଇ ପୁରୀ ଅତିକ୍ରମ କରିବ। ପ୍ରଭାବରେ ...

ସିସିଟିଭି ନଜରରେ ରହିବ ରତ୍ନଭଣ୍ଡାର ଅଳଙ୍କାର ସୂଚନା ଦେଲେ ଗଜପତି ମହାରାଜା

ସିସିଟିଭି ନଜରରେ ରହିବ ରତ୍ନଭଣ୍ଡାର ଅଳଙ୍କାର ସୂଚନା ଦେଲେ ଗଜପତି ମହାରାଜା

ରତ୍ନଭଣ୍ଡାର ଭିତରକୁ ଯାଇ ତଦାରଖ କରିବା ପରେ ଶ୍ରୀମନ୍ଦିରରୁ ବାହାରକୁ ବାହାରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ଏହାପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଭିତର ରତ୍ନଭଣ୍ଡାରରେ ଯାହା ବି ଗହଣା ଓ ମୂଲ୍ୟବାନ ସାମଗ୍ରୀ ଅଛି, ତାକୁ ...

ବିଜେପି ସରକାର ବିରୋଧରେ ରାଜଭବନ ଆଗରେ ବିଜେଡିର ବିକ୍ଷୋଭ

ବିଜେପି ସରକାର ବିରୋଧରେ ରାଜଭବନ ଆଗରେ ବିଜେଡିର ବିକ୍ଷୋଭ

ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେପି ସରକାର ବିରୋଧରେ ରାଜଭବନ ଆଗରେ ବିକ୍ଷୋଭ କରିଛି ବିଜେଡି ଯୁବ ଛାତ୍ର ସଙ୍ଗଠନ । ବୈକୁଣ୍ଠକୁ ମାଡ ମାରିବା ଘଟଣାକୁ ୧୧ ଦିନ ବିତି ...

ବନ୍ଧବାହାଲରେ ଚାଲିଲା ମୋହନ ସରକାରର ପ୍ରଥମ ବୁଲଡୋଜର 

ବନ୍ଧବାହାଲରେ ଚାଲିଲା ମୋହନ ସରକାରର ପ୍ରଥମ ବୁଲଡୋଜର 

ଝାରସୁଗୁଡା ବନ୍ଧବାହାଲରେ ଚାଲିଲା ମୋହନ ସରକାରର ପ୍ରଥମ ବୁଲଡୋଜର  । ଅପରାଧିକ ମାମଲାରେ ଜଡିତ ଥିବା ଏମଡି ସୋନୁ ଜବର ଦଖଲ କରିଥିବା ବନ୍ଧବାହଲ ସ୍ଥିତ ଘର ଉପରେ ବୁଲଡୋଜର ଚଢାଇ ଜବର ଦଖଲ ଉଛେଦ କରାଯାଇଥିବାବେଳେ ଆଗାମୀ ଦିନରେ ଖଡାମ ...

ଚାଲୁ ରହିବ ଆହାର କେନ୍ଦ୍ର

ଚାଲୁ ରହିବ ଆହାର କେନ୍ଦ୍ର

ବନ୍ଦ ହେବନି ଆହାର କେନ୍ଦ୍ର । ରାଜ୍ୟର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଆହାର କେନ୍ଦ୍ର ହେଇଛି । ତେଣୁ ଏହା ଚାଲୁ ରହିବ । ଏନେଇ ଆଜି ସ୍ପଷ୍ଟୋକ୍ତି ରଖିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ରାଜ୍ୟରେ ବିଜେପି ପ୍ରଥମ ...

ପୁଣିଥରେ ଖୋଲିବ ରତ୍ନଭଣ୍ଡାର

ପୁଣିଥରେ ଖୋଲିବ ରତ୍ନଭଣ୍ଡାର

ପୁଣିଥରେ ଖୋଲିବ ରତ୍ନଭଣ୍ଡାର । ଆସନ୍ତା ଜୁଲାଇ ୧୮ ତାରିଖରେ ପୁଣିଥରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯିବ । ଏନେଇ ଆଜି ବୈଠକ ପରେ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ । ସେ କହିଛନ୍ତି, ...

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି  ରହିଛି । ଅନେକ ସ୍ଥାନରେ ବିଜୁଳି ମାରିବା ସଂଭାବନା ଥିବାରୁ ସତର୍କ ରହିବାର ଆବଶ୍ୟକତା ରହିଛି । ଲଗାଣ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ଦକ୍ଷିଣ ...

କୁଶଳରେ ବାହୁଡ଼ିଲେ ମହାପ୍ରଭୁ :  ସୁନାବେଶ ପାଇଁ ଅପେକ୍ଷା

କୁଶଳରେ ବାହୁଡ଼ିଲେ ମହାପ୍ରଭୁ : ସୁନାବେଶ ପାଇଁ ଅପେକ୍ଷା

କୁଶଳରେ ବାହୁଡ଼ିଲେ ମହାପ୍ରଭୁ । ଜନ୍ମବେଦିରେ ଲୀଳାଖେଳା ସାରି ମହାପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ମା’ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି। ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ...

କାହିଁକି ମହାନଦୀକୁ ଡେଇଁ ପଡିଲେ ଯୁବକ ?

କାହିଁକି ମହାନଦୀକୁ ଡେଇଁ ପଡିଲେ ଯୁବକ ?

କଟକ : କଟକ ଯୋବ୍ରା ସ୍ଥିତ ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ନେଇ ସନ୍ଦେହ କରାଯାଉଛି । ଯୋବ୍ରା ଲଭର ପଏଣ୍ଟରେ ନଦୀକୁ ଡେଇଁ ପଡି ଯୁବକ ନିଖୋଜ ହୋଇଥିବା ଚର୍ଚା ହେଉଛି । ଖବର ପାଇ ଯୋବ୍ରା ନିକଟରେ ...

କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ନିଆଁ

କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ନିଆଁ

କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ନିଆଁ । ପୁରୀଘାଟ ଥାନା ନିକଟରେ ଥିବା ନର୍ସିଂହୋମରେ ନିଆଁ ଲାଗିଛି । ନର୍ସିଂହୋମର ତୃତୀୟ ମହଲାରେ ନିଆଁ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ସୂଚନା ମିଳିଛି । ନର୍ସିଂହୋମରେ ଫସିଥିବା ରୋଗୀଙ୍କୁ ...

Page 69 of 73 1 68 69 70 73