Tag: newsroom

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ , ୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ , ୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ

ସକ୍ରିୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ୫ ଦିନ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଆଜି କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ଏହି ୪ ଜିଲ୍ଲାକୁ ୟେଲୋ ...

ଜନ ଅଧିକାରକୁ ପୂରା କରିବାର ଦାୟିତ୍ୱ ନେବା – ଧର୍ମେନ୍ଦ୍ର ପ୍ରଧାନ

ଜନ ଅଧିକାରକୁ ପୂରା କରିବାର ଦାୟିତ୍ୱ ନେବା – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର : କୁଚିଣ୍ଡାବାସୀଙ୍କ ଅଧିକାର ପୂରା କରିବା ପାଇଁ ଦାୟିତ୍ୱ ନେବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଲୋକକଲ୍ୟାଣରେ ନିଜକୁ ଉତ୍ସର୍ଗ କରିବା ସହ  ପ୍ରଧାନମନ୍ତ୍ରୀ ଏବଂ ବିଜେପି ପ୍ରତି ଥିବା ଆସ୍ଥାକୁ ବଜାୟ ରଖିବା ପାଇଁ କୁଚିଣ୍ଡାରେ ଆୟୋଜିତ ‘ବିଜୟ ସମ୍ବର୍ଦ୍ଧନା ...

ବବିଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା

ବବିଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା

ଭୁବନେଶ୍ବର: ପୁଣି ବବିଙ୍କ ପାଇଁ ଅଡ଼ୁଆ । ବାସଭବନ ନିର୍ମାଣ ବିବାଦ ଭିତରେ ଏବେ  ପୂର୍ବତନ ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଙ୍କ ନାଁରେ ଏନେଇ କ୍ୟାପିଟାଲ ଥାନାରେ ଏତଲା ହୋଇଛି । ଏତଲା ...

ଥାନାରେ ବିଧାୟକ ପହଁଚି କହିଲେ ଲୋକଙ୍କୁ ଭଲ ବ୍ୟବହାର ଦେଖାଅ

ଥାନାରେ ବିଧାୟକ ପହଁଚି କହିଲେ ଲୋକଙ୍କୁ ଭଲ ବ୍ୟବହାର ଦେଖାଅ

ଜଗତସିଂହପୁର: ଜଗତସିଂହପୁରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଖାତିର କରୁନି ପୋଲିସ । ସେଥିପାଇଁ ଅଭିଯୋଗ କରିଛନ୍ତି ଖୋଦ ବିଧାୟକ ।  ଲୋକଙ୍କୁ ଭଲ ବ୍ୟବହାର ଦେଖାଅ, ତାଙ୍କ ଅଭିଯୋଗକୁ ଗୁରୁତର ସହ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଜୀ କହିବା ପରେ ବି ସୁଧୁରୁନି ...

ଘୋଷଣା ହେଲା ନିଟ୍ ପିଜି ପରୀକ୍ଷା ତାରିଖ

ଘୋଷଣା ହେଲା ନିଟ୍ ପିଜି ପରୀକ୍ଷା ତାରିଖ

ନୂଆଦିଲ୍ଲୀ:  ଘୋଷଣା ହେଲା ନିଟ୍ ପିଜି ପରୀକ୍ଷା ତାରିଖ । ଅଗଷ୍ଟ ୧୧ ତାରିଖରେ ଅନୁଷ୍ଠିତ ହେବ ନିଟ୍ ପିଜି ପରୀକ୍ଷା । ଏହାକୁ ୨ଟି ସିଫ୍ଟରେ କରାଯିବ ବୋଲି ନ୍ୟାନନାଲ ବୋର୍ଡ ଅଫ୍ ଏକଜାମିନେସନ୍ ପକ୍ଷରୁ କୁହାଯାଇଛି । ନିଟ୍ ...

ଓଡ଼ିଆରେ ପଢ଼ାଯିବ ମେଡିକାଲ ପାଠ

ଓଡ଼ିଆରେ ପଢ଼ାଯିବ ମେଡିକାଲ ପାଠ

ଭୁବନେଶ୍ବର: ନୂଆ ସରକାର ଆସିବା ପରେ  ଓଡ଼ିଆରେ ପଢ଼ାଯିବ ମେଡିକାଲ ପାଠ । ଓଡ଼ିଆ ଭାଷାକୁ ସରକାରୀ କାର୍ଯ୍ୟରେ ବ୍ୟବହାର ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏବେ ଉଚ୍ଚ ଶିକ୍ଷା, ମେଡିକାଲ ଶିକ୍ଷାରେ ମଧ୍ୟ ଗୁରୁତ୍ବ ଦେବେ ସରକାର ।  ଏନେଇ ...

7ରୁ ପ୍ରବଳ ବର୍ଷା

7ରୁ ପ୍ରବଳ ବର୍ଷା

ବର୍ଷାରେ ଭିଜିବ ରଥଯାତ୍ରା। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ତଥ୍ୟ ଅନୁଯାୟୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୨୪ ଘଣ୍ଟାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ। ୭ ଜୁଲାଇରେ ଗୋଟିଏ ଦୁଇଟି ସ୍ଥାନରେରେ ପ୍ରବଳରୁ ଅତି ପ୍ରବଳ ...

ରତ୍ନଭଣ୍ଡାର ପାଇଁ ଗଠନ ହେଲା ୧୬ ଜଣିଆ କମିଟି

ରତ୍ନଭଣ୍ଡାର ପାଇଁ ଗଠନ ହେଲା ୧୬ ଜଣିଆ କମିଟି

ରତ୍ନଭଣ୍ଡାର ଖୋଲିବା ପାଇଁ ୧୬ ଜଣିଆ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ନୂଆ କମିଟିର ମୁଖ୍ୟ ହେବେ । ୬ ତାରିଖରେ ଏହି ନୂଆ କମିଟିବୈଠକ କରି ରତ୍ନଭଣ୍ଡାର କେବେ ...

ଓଡ଼ିଆରେ ହେବ ସରକାରୀ କାମ: ମୁଖ୍ୟମନ୍ତ୍ରୀ

ଓଡ଼ିଆରେ ହେବ ସରକାରୀ କାମ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  ନୂଆ ସରକାର ଆସିବା ପରେ ଓଡ଼ିଶାରେ ଓଡ଼ିଆ ଭାଷାରେ ହେବ ସରକାରୀ କାର୍ଯ୍ୟ। ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜି ମୁଣ୍ଡିଆ ମାରି ଲୋକସେବା ଭବନକୁ ପ୍ରବେଶ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ...

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର: ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିରେ ମୁଖ୍ୟମନ୍ତ୍ରୀ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ବର୍ଷା ଦିନରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏସଆରସି ଓ ଅନ୍ୟ ଅଧିକାରୀ ଏ ...

Page 72 of 73 1 71 72 73