ବିହାର ବିଧାନସଭା ନିର୍ବାଚନ : ଚିରାଗ ଚାହୁଁଛନ୍ତି ଅଧିକ ଆସନ by M M October 9, 2025 0 ବିହାର ନିର୍ବାଚନ ପାଖେଇ ଆସୁଛି । ଏଥର କିଏ ରାଜ୍ୟରେ ସରକାର ଗଠନ କରିବ ତାକୁ ନେଇ ବେଶୀ ଆଲୋଚନା ହେଉଛି । ପ୍ରଶାନ୍ତ କିଶୋର(ପିକେ)ଙ୍କ ଜନ ସୁରାଜ ଦଳ ଭୋଟ ବିଭାଜନର ବଡ଼ କାରଣ ହୋଇଛି । ବିଭିନ୍ନ ଦଳର ...