କାହିଁକି ଫସରଫାଟିଲା ୨୧ ଘଣ୍ଟାର ଆଲୋଚନା…? ପୁଣି ଚାଲିବ ଯୁଦ୍ଧ, ଇରାନ କହିଲା…
ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଯୁକ୍ତରାଷ୍ଟ୍ର ଏବଂ ଇରାନ୍ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା ୨୧ ଘଣ୍ଟା ଧରି ଚାଲିଥିଲେ ମଧ୍ୟ କୌଣସି ଚୁକ୍ତିରେ ପହଞ୍ଚିପାରିଲା ନାହିଁ। ଯୁକ୍ତରାଷ୍ଟ୍ରର ଉପରାଷ୍ଟ୍ରପତି ଜେଡି ଭାନ୍ସ ଏହି ବିଫଳତାର କାରଣ ବର୍ଣ୍ଣନା କରି କହିଛନ୍ତି ଯେ ...








