ଆଉ କାଳବୈଶାଖୀ ନାହିଁ…ଏଣିକି କଲବଲ କରିବ ଗରମ ଗୁଳୁଗୁଳି
କାଳବୈଶାଖୀ ବର୍ଷା ତାତିରୁ ସାମୟିକ ରିହାତି ଦେଇଥିବାବେଳେ ଓଡ଼ିଶାରେ ପୁନର୍ବାର ପ୍ରବଳ ଗରମ ଏବଂ ଗୁଳୁଗୁଳି ଫେରିଛି। ଆଜି ଏପ୍ରିଲ୍ ୧୧ ତାରିଖଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ବଢ଼ିବା ସହ ଗୁଳୁଗୁଳି ଅସହ୍ୟ ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ...









