ସୋଫିଆଙ୍କ ଭବିଷ୍ୟତ ନେଇ ବଡ଼ ବୟାନ ଦେଲେ ମୋକିମ, କହିଲେ… by M M March 21, 2026 0 ରାଜ୍ୟସଭା କ୍ରସ ଭୋଟିଂ ପରେ କଣ ହେବ ସୋଫିଆଙ୍କ ଭବିଷ୍ୟତ ? ଏମିତି କିଛି ପ୍ରଶ୍ନ ଏବେ ଉଙ୍କି ମାରୁଛି । ରାଜନୈତିକ ପଣ୍ଡିତମାନେ ଏହାକୁ ନେଇ ବିଭିନ୍ନ ଆକଳନ କରୁଥିବା ବେଳେ ଆଜି ଏଥିରେ ପୂର୍ଣ୍ଣଛେଦ ଟାଣିଛନ୍ତି ପୂର୍ବତନ ବିଧାୟକ ...