ପଦାକୁ ଆସିଲା ସତ…ଯୁଦ୍ଧବିରତି ପାଇଁ ବିକଳ ହେଉଥିଲେ ଟ୍ରମ୍ପ
ପାକିସ୍ତାନକୁ ଯୁକ୍ତରାଷ୍ଟ୍ର ପକ୍ଷରୁ ‘ପିସ୍ମେକର୍’ (ଶାନ୍ତିଦୂତ) ଭାବେ ବ୍ୟବହାର କରାଯାଇଥିବା ନେଇ ଆଲୋଚନା ଜୋର୍ ଧରିଛି। ଫାଇନାନ୍ସିଆଲ୍ ଟାଇମ୍ସ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତିକ ମିଡ଼ିଆ ରିପୋର୍ଟ ଅନୁଯାୟୀ, ଯୁକ୍ତରାଷ୍ଟ୍ର ପ୍ରଶାସନ ପାକିସ୍ତାନକୁ ଚାପ ଦେଇ ଇରାନ୍ ପାଖକୁ ନିଜର ପ୍ରସ୍ତାବ ପଠାଇଥିଲା। ...
/odishatv/media/post_attachments/uploadimage/library/16_9/16_9_0/Dama-Rout-Son-Sambit_1627280147.jpg?w=853&resize=853,479&ssl=1)








