ଯୁଦ୍ଧର ନିଆଁ ଲିଭୁନି..ପୁଣି ଫେରିବ କି Lockdown ? ସରକାର କହିଲେ… by M M March 25, 2026 0 ମଧ୍ୟପ୍ରାଚ୍ୟ ଯୁଦ୍ଧର ନିଆଁ ଲିଭୁନଥିବା ବେଳେ ସାଧାରଣ ଲୋକଙ୍କ ମନରେ ଲକଡାଉନର ଭୟ ପଶିଛି। ଆଗକୁ ଆଉ ଅତ୍ୟାବଶ୍ୟକ ଜିନିଷ ନମିଳିବାର ଭୟ ଲୋକଙ୍କୁ ଘାରିଛି। କେହି କେହି ଆଗୁଆ ଖାଦ୍ୟ ସାମଗ୍ରୀ କିଣି ଗଛିତ କରୁଛନ୍ତି । ତେବେ ଏଠି ...