ଏସଆଇ ସ୍କାମ : ବଣିକ୍ ଯୋଗାଉଥିଲା କି ପିଲା ? by M M October 10, 2025 0 ‘ବଣିକ୍’ କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ୍ ପରେ ଅନେକ ପ୍ରଶ୍ନ ଆଲୋଚନା ହେଉଛି। ପୋଲିସ SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ବଣିକ ପିଲା ଯୋଗାଇଥିବା ଅଭିଯୋଗ ରହିଛି । ପୋଲିସ ଏସଆଇ ପରୀକ୍ଷା ମାମଲାରେ ଗିରଫ କିଛି ଆଶାୟୀଙ୍କ ...