Tag: politics

ପୋଲିସ ମୁଖିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ପୋଲିସ ମୁଖିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ରାଜ୍ୟ ପୋଲିସ ଡିଜିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ । ଥାନାକୁ ଆସୁଥିବା ଅଭିଯୋଗକାରୀ ଯେପରି ହଇରାଣ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ପୋଲିସ ଲୋକଙ୍କୁ ଉତ୍ତମ ବ୍ୟବହାର କରୁ । ଲୋକଙ୍କୁ ଗୁଣାତ୍ମକ ସେବା ପ୍ରଦାନ ...

ଚାରିଟି ବିଶ୍ବାସ ଉପରେ ପ୍ରତିଷ୍ଠିତ ଶ୍ରୀମନ୍ଦିରର  ୪ ମୁଖ୍ୟ ଦ୍ବାର

ଚାରିଟି ବିଶ୍ବାସ ଉପରେ ପ୍ରତିଷ୍ଠିତ ଶ୍ରୀମନ୍ଦିରର ୪ ମୁଖ୍ୟ ଦ୍ବାର

ଶ୍ରୀମନ୍ଦିରର ଚାରି ଦିଗରେ ୪ ମୁଖ୍ୟ ଦ୍ବାର ଯାହାକି ଚାରିଟି ବିଶ୍ବାସ ଉପରେ ପ୍ରତିଷ୍ଠିତ। ଚାରିଦ୍ବାର ଧର୍ମ-ଅର୍ଥ-କାମ-ମୋକ୍ଷର ସମାହାର। ପଣ୍ଡିତମାନଙ୍କ ମତରେ ପୂର୍ବ ପାର୍ଶ୍ବସ୍ଥ ଦ୍ବାର ସିଂହଦ୍ବାର। ଏହା ‘ଧର୍ମ’ ଦ୍ବାର ଭାବେ ବିବେଚିତ। ଦକ୍ଷିଣ ଦ୍ବାରକୁ ଅଶ୍ବ ଦ୍ବାର କୁହାଯାଏ। ...

କାମଚଳା ବାଚସ୍ପତି ହେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

କାମଚଳା ବାଚସ୍ପତି ହେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

କାମଚଳା ବାଚସ୍ପତି ହେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ କରାଇଲେ ରାଜ୍ୟପାଳ ରଘୁବର ଦାସ । ଜୁନ୍ ୨୦ରେ ନିର୍ବାଚନ, ସେପର୍ଯ୍ୟନ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କାମଚଳା ବାଚସ୍ପତି ଭାବେ କାର୍ଯ୍ୟ ତୁଲାଇବେ । ୧୮ ଓ ...

ରଜ ପାଳିଲେ ମୁଖ୍ୟମନ୍ତ୍ରୀ

ରଜ ପାଳିଲେ ମୁଖ୍ୟମନ୍ତ୍ରୀ

ଆଜି ପହିଲି ରଜ। ରଜ ପର୍ବ ପାଇଁ ଆଜି ସାରା ରାଜ୍ୟ ଉତ୍ସବ ମୁଖର । ଓଡ଼ିଶାର ପାରମ୍ପରିକ ଗଣ ପର୍ବ ରଜ। ତିନି ଦିନ ଧରି ଗାଁଠୁ ସହର ସବୁଠୁ ରଜର ଆସର ଜମିଥାଏ। ପହିଲି ରଜରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ...

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁରେ ଫେକ୍‌ ଆଇଡି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁରେ ଫେକ୍‌ ଆଇଡି

ମୁଖ୍ୟମନ୍ତ୍ରୀଙ୍କ ଅସଲି ‘x’ ହ୍ୟାଣ୍ଡେଲକୁ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁରେ ଫେକ ‘X’ ଆକାଉଣ୍ଟ ଖୋଲି ଫେକ ନ୍ୟୁଜ ପୋଷ୍ଟ ହେଉଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ...

ଶପଥ ନେଉ ନେଉ କଲେ ୪ ବଡ ଘୋଷଣା

ଶପଥ ନେଉ ନେଉ କଲେ ୪ ବଡ ଘୋଷଣା

ମୋହନ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ପ୍ରଥମ ବୈଠକରେ ୪ ପ୍ରସ୍ତାବ ପାରିତ ହୋଇଛି । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପ୍ରସ୍ତାବ ଉପରେ ମୋହର । କାଲି ସରକାରଙ୍କ ଉପସ୍ଥିତିରେ ଖୋଲିବ ୪ ଦ୍ୱାର । ମଙ୍ଗଳ ଆଳତୀ ...

ଶପଥ ନେଲେ ମୁଖ୍ୟମନ୍ତ୍ରୀଙ୍କ ସହ  ଓଡ଼ିଶାର ଦୁଇ ଉପମୁଖ୍ୟମନ୍ତ୍ରୀ

ଶପଥ ନେଲେ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାର ଦୁଇ ଉପମୁଖ୍ୟମନ୍ତ୍ରୀ

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସହିତ ଶପଥ ନେଇଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା। ରାଜ୍ୟପାଳ ରଘୁବର ଦାସ ପ୍ରଥମେ ମୋହନ ମାଝିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ, ଏହାପରେ ତାଙ୍କର ଦୁଇ ଉପମୁଖ୍ୟମନ୍ତ୍ରୀ ...

ଓଡିଶାରେ ଆରମ୍ଭ ହେଲା ମୋହନ ସରକାର

ଓଡିଶାରେ ଆରମ୍ଭ ହେଲା ମୋହନ ସରକାର

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ । ଜନତା ମୈଦାନରେ ଓଡିଶାର  ରାଜ୍ୟପାଳ ରଘୁବର ଦାସ ମୋହନ ମାଝୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏଥିସହ ଓଡିଶାରେ ଆରମ୍ଭ ହେଇଛି ମୋହନ ମାଝୀଙ୍କ ସରକାର । ...

ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଓଡିଶାର  ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରିବା ପରେ ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଏହାସହ  ଆଜି ଜନତା ମୈଦାନରେ ହେବାକୁ ଥିବା ଶପଥ ପାଠ ସମାରୋହରେ ଯୋଗ ଦେବାକୁ ...

ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁଙ୍କ ପରିବାରକୁ ସର୍ବାଧିକ ଲାଭ ମିଳିଛି

ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁଙ୍କ ପରିବାରକୁ ସର୍ବାଧିକ ଲାଭ ମିଳିଛି

ଲୋକସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଦେଶରେ ଯେଉଁ ପରିବାରକୁ ତାହାର ସର୍ବାଧିକ ଲାଭ ମିଳିଛି ତାହା ହେଉଛି ଆନ୍ଧ୍ରପ୍ରଦେଶରେ ବିଜୟ ହାସଲ କରିଥିବା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁଙ୍କ ପରିବାର। ତାଙ୍କ ପରିବାର ସଦସ୍ୟଙ୍କ ଦ୍ବାରା ପରିଚାଳିତ ହେଉଥିବା ...

Page 20 of 24 1 19 20 21 24