ଗରିବୀ ବେରୋଜଗାରୀ ଦାଦନମୁକ୍ତ ଭାରତ/ ଓଡ଼ିଶା (ଭାଗ-1) by M M September 14, 2024 0 ଲେଖକ: ପ୍ର.ଡ.ଅଲେଖ ପାତ୍ର ଗରିବ- ଏକ ତୁଳନାତ୍ମକ ଶବ୍ଦ । ଗରିବ- ସାଧାରଣ ଅର୍ଥରେ ଯେଉଁମାନେ ନିଜର କ୍ରୟ ଶକ୍ତି ବଳରେ ଆବଶ୍ୟକ ହେଉଥିବା ଖାଦ୍ୟ, ପାନୀୟ, ବସ୍ତ୍ର ବାସସ୍ଥାନ ଆଦି ଦ୍ରବ୍ୟ ପାଇଁ ସାଧନ ପାଖରେ ପହଁଚି ପାରନ୍ତି ...