ଆମେରିକାରେ ତୀବ୍ର ହେଉଛି NO KING ନାରା, କଣ କରିବେ ଟ୍ରମ୍ପ ?
ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ବିଶାଳ ପ୍ରତିବାଦ ଆରମ୍ଭ ହୋଇଛି। ମୁଖ୍ୟତଃ ଇରାନ୍ ସହ ଚାଲିଥିବା ଯୁଦ୍ଧ ଏବଂ ଅନ୍ୟାନ୍ୟ ନୀତିର ବିରୋଧରେ ଲକ୍ଷ ଲକ୍ଷ ଆମେରିକୀୟ ନାଗରିକ ରାସ୍ତାକୁ ଓହ୍ଲାଇଛନ୍ତି। ମାର୍ଚ୍ଚ ୨୮ ତାରିଖରେ ଦେଶର ସମସ୍ତ ...








